ନକଲି ସାର୍ଟିଫିକେଟ କରାଇବାକୁ ନେଉଥିଲେ ୩ ହଜାର, ମାଡିବସିଲା ଭିଜିଲାନ୍ସ
ବାଙ୍କୀ ୨୮/୬: ନକଲି ସାର୍ଟିଫିକେଟ କରିବାକୁ ନେଉଥିଲେ ଲାଞ୍ଚ । ମାଡିବସିଲା ଭିଜିଲାନ୍ସ । ଡମପଡା ତହସିଲ୍ରେ ଭିଜିଲାନ୍ସ ରେଡ୍ । ନକଲି ସାର୍ଟିଫିକେଟ କରେଇ ଦେବାକୁ କୁସୁପଙ୍ଗି ଗାଁର ଜଣେ ବ୍ୟକ୍ତିଙ୍କୁ ୧୨ ହଜାର ୫ଶହ ଟଙ୍କା ଲାଞ୍ଚ ମାଗିଥିଲେ କ୍ଲର୍କ ପ୍ରଶାନ୍ତ କୁମାର ରାଉତ । ଆଜି ବ୍ୟକ୍ତି ଜଣକ ପ୍ରଶାନ୍ତଙ୍କୁ ୩ହଜାର ଟଙ୍କା ଦେଉଥିବାବେଳେ ରଙ୍ଗେ ହାତ୍ ଧରିଥିଲା ଭିଜିଲାନ୍ସ । ଟଙ୍କା ଜବତ କରିବା ସହ ତହସିଲର ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍ ।