ନଦୀକୁ ବସ ଖସି ୧୪ ଭାରତୀୟଙ୍କ ମୃତ୍ୟୁ
କାଠମାଣ୍ଡୁ : ନଦୀକୁ ଖସିଲା ଯାତ୍ରୀବାହୀ ବସ୍ । ଶୁକ୍ରବାର ନେପାଳରୁ ୪୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଭାରତୀୟ ବସ୍ ନେପାଳ ମାର୍ସଙ୍ଗଗଡି ନଦୀକୁ ଖସି ପଡିଛି । ଏଥିରେ ଏଯାଏଁ ୧୪ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଗୋରଖପୁରରୁ ଯାତ୍ରୀଙ୍କୁ ନେଇ ଏହି ବସ୍ ନେପାଳ ଯାଉଥିଲା । ବସଟି ପୋଖରାରୁ କାଠମାଣ୍ଡୁ ଯାଉଥିଲା । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି।