ନବବିବାହିତା ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସ୍ୱାମୀକୁ ଅଟକ ରଖି ତଦନ୍ତ କରୁଛି ପୋଲିସ
କାମାକ୍ଷାନଗର : କଙ୍କଡାହାଡ଼ ଥାନା କନ୍ଧରା ଗାଁ କାଜୁ ଜଙ୍ଗଲରୁ ସନ୍ଦେହଜନକ ଅବସ୍ଥାରେ ନବବିବାହିତା ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର l ମୃତକ ଜଣକ ହେଲେ କନ୍ଧରା ଗ୍ରାମର ଦିପାଲି ମହାରଣା l ଚାରିଦିନ ତଳେ ଘରୁ ଲୁଚି ପରଜଙ୍ଗ ଥାନା ହାତୀଲୁଚାଣୀ ଗ୍ରାମର ବିରେନ ନାୟକଙ୍କୁ ପ୍ରେମବିବାହ କରିଥିଲେ ନାବାଳିକା l ଗତକାଲି ବାପାଘରକୁ ଆସିଥିବା ବେଳେ ଆଜି ଗ୍ରାମ ଜଙ୍ଗଲରୁ ଉଦ୍ଧାର ହୋଇଛି ଝୁଲନ୍ତା ମୃତଦେହ l ମୃତଦେହ ଉଦ୍ଧାର କରିବା ସହ ସ୍ୱାମୀକୁ […] The post ନବବିବାହିତା ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସ୍ୱାମୀକୁ ଅଟକ ରଖି ତଦନ୍ତ କରୁଛି ପୋଲିସ appeared first on KNews Odisha.

କାମାକ୍ଷାନଗର : କଙ୍କଡାହାଡ଼ ଥାନା କନ୍ଧରା ଗାଁ କାଜୁ ଜଙ୍ଗଲରୁ ସନ୍ଦେହଜନକ ଅବସ୍ଥାରେ ନବବିବାହିତା ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର l ମୃତକ ଜଣକ ହେଲେ କନ୍ଧରା ଗ୍ରାମର ଦିପାଲି ମହାରଣା l ଚାରିଦିନ ତଳେ ଘରୁ ଲୁଚି ପରଜଙ୍ଗ ଥାନା ହାତୀଲୁଚାଣୀ ଗ୍ରାମର ବିରେନ ନାୟକଙ୍କୁ ପ୍ରେମବିବାହ କରିଥିଲେ ନାବାଳିକା l ଗତକାଲି ବାପାଘରକୁ ଆସିଥିବା ବେଳେ ଆଜି ଗ୍ରାମ ଜଙ୍ଗଲରୁ ଉଦ୍ଧାର ହୋଇଛି ଝୁଲନ୍ତା ମୃତଦେହ l ମୃତଦେହ ଉଦ୍ଧାର କରିବା ସହ ସ୍ୱାମୀକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ l ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି l
The post ନବବିବାହିତା ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସ୍ୱାମୀକୁ ଅଟକ ରଖି ତଦନ୍ତ କରୁଛି ପୋଲିସ appeared first on KNews Odisha.