ନବୀନ କ’ଣ କାଲି ମୋଦିଙ୍କ ଭାଷଣ ଶୁଣି ନଥିବେ?

‘ଚନ୍ଦନ ମିତ୍ରଙ୍କୁ ଯେମିତି ବ୍ୟବହାର କରିଥିଲେ, ତାହା କ’ଣ ବିଜେପି କେବେ ଭୁଲି ପାରିବ।’

ନବୀନ କ’ଣ କାଲି ମୋଦିଙ୍କ ଭାଷଣ ଶୁଣି ନଥିବେ?

ମେଣ୍ଟ କରିବା ପାଇଁ ଦିଲ୍ଲୀ ଯାଇ ମୋଦିଙ୍କ ଗୋଡ଼ ଧରିଥିଲେ। ତଥାପି ମେଣ୍ଟ ହୋଇପାରିଲା ନାହିଁ। ମୋଦି ଚାହୁଁଥିଲେ ବିଜେପି ନିଜ ଗୋଡ଼ରେ ଛିଡ଼ା ହେଉ। ଆମେ ଏବେ ନିଜ ଗୋଡ଼ରେ ନିଜେ ଛିଡ଼ା ହେଉଛୁ ବୋଲି କହିଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ।