ନବୀନ ଗଡ଼ରେ ଗଡ଼ିଛି ୧୦୦ମୁଣ୍ଡ
BJD ସରକାର ଅମଳରେ ସୁରକ୍ଷିତ ନଥିଲେ ରାଜ୍ୟବାସୀ ! ବିପର୍ଯ୍ୟସ୍ତ ହୋଇପଡ଼ିଥିଲା ଆଇନଶୃଙ୍ଖଳା ବ୍ୟବସ୍ଥା ! ଖୋଦ୍ ନବୀନଙ୍କ ଗଡ଼ରେ ଗଡ଼ିଛି ୧୦୦ ମୁଣ୍ଡ । କେଉଁଠି ଭୁଜାଲି ତ ପୁଣି କେଉଁଠି ବନ୍ଧୁକରେ ଜୀବନ ନେଇଛନ୍ତି ଆତତାୟୀ ।