ନବୀନ ନିବାସରେ ବିଜେଡିର ବୈଠକ
ଭୁବନେଶ୍ୱର(କେନ୍ୟୁଜ୍): ନବୀନ ନିବାସରେ ବିଜେଡିର ବୈଠକ । ନବ ନିର୍ବାଚିତ ବିଜେଡି ବିଧାୟକଙ୍କ ନବୀନ ନିବାସରେ ଭିଡ଼ । ନବୀନ ନିବାସରେ ପହଞ୍ଚିଚିଲେ ଗଣେଶ୍ୱର ବେହେରା , ସତେନ୍ଦ୍ର ହରିପାଲ, ନବ ମଲ୍ଲିକ, ଦେବି ରଞ୍ଜନ ତ୍ରିପାଠୀ, ସଂଜୀବ ମଲ୍ଲିକ, ଚକ୍ରପାଣି କହ୍ନର, ଅଭିମନ୍ୟୁ ସେଠି, ବଦ୍ରି ପାତ୍ର, ବିଶ୍ୱ ମଲ୍ଲିକ, ପ୍ରଶାନ୍ତ ବେହେରା, ଅଧୀରାଜ ପାଣିଗ୍ରାହୀ, ସୌଭିକ ବିଶ୍ୱାଳ, ଅନନ୍ତ ଜେନା, ଅରବିନ୍ଦ ମହାପାତ୍ର, ବିଭୁତି ବଳବନ୍ତରାୟ, ରମେଶ ବେହେରା , ଗୌତମ ବୁଦ୍ଧ ଦାସ, […] The post ନବୀନ ନିବାସରେ ବିଜେଡିର ବୈଠକ appeared first on KNews Odisha.

ଭୁବନେଶ୍ୱର(କେନ୍ୟୁଜ୍): ନବୀନ ନିବାସରେ ବିଜେଡିର ବୈଠକ । ନବ ନିର୍ବାଚିତ ବିଜେଡି ବିଧାୟକଙ୍କ ନବୀନ ନିବାସରେ ଭିଡ଼ । ନବୀନ ନିବାସରେ ପହଞ୍ଚିଚିଲେ ଗଣେଶ୍ୱର ବେହେରା , ସତେନ୍ଦ୍ର ହରିପାଲ, ନବ ମଲ୍ଲିକ, ଦେବି ରଞ୍ଜନ ତ୍ରିପାଠୀ, ସଂଜୀବ ମଲ୍ଲିକ, ଚକ୍ରପାଣି କହ୍ନର, ଅଭିମନ୍ୟୁ ସେଠି, ବଦ୍ରି ପାତ୍ର, ବିଶ୍ୱ ମଲ୍ଲିକ, ପ୍ରଶାନ୍ତ ବେହେରା, ଅଧୀରାଜ ପାଣିଗ୍ରାହୀ, ସୌଭିକ ବିଶ୍ୱାଳ, ଅନନ୍ତ ଜେନା, ଅରବିନ୍ଦ ମହାପାତ୍ର, ବିଭୁତି ବଳବନ୍ତରାୟ, ରମେଶ ବେହେରା , ଗୌତମ ବୁଦ୍ଧ ଦାସ, ପ୍ରତାପ ଦେବି, ସାରଦା ନାୟକ, ଦିବ୍ୟ ଶଙ୍କର ମିଶ୍ର ପ୍ରମୁଖ ଉପସ୍ଥିତ ଅଛନ୍ତି ।
ନବୀନ ନିବାସରେ ବୈଠକ ନେଇ ତିର୍ତ୍ତୋଲ ନବ ନିର୍ବାଚିତ ବିଧାୟକ ରମାକାନ୍ତ ଭୋଇ ଙ୍କ ପ୍ରତିକ୍ରିୟା । ଗଣତନ୍ତ୍ର କୁ ସମ୍ମାନ ଦେଉଛୁ । ଜିତିଲେ ବି ଉତ୍ସାହିତ ହେଉନୁ କି ହାରିଲେ ଦୁଃଖ ନାହିଁ । କାରଣ ଖୋଜାଯିବ। ପ୍ରତି ନିର୍ବାଚନ ପରେ ସମୀକ୍ଷା କରାଯାଏ ।
The post ନବୀନ ନିବାସରେ ବିଜେଡିର ବୈଠକ appeared first on KNews Odisha.