ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଗଞ୍ଜାମ ବିଜେଡି ନେତା

ଭୁବେନଶ୍ବର : ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଗଞ୍ଜାମ ବିଜେଡି ନେତା । ବ୍ରହ୍ମପୁର ମହାନଗର ନିଗମର ୩୪... The post ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଗଞ୍ଜାମ ବିଜେଡି ନେତା appeared first on .

ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଗଞ୍ଜାମ ବିଜେଡି ନେତା

ଭୁବେନଶ୍ବର : ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଗଞ୍ଜାମ ବିଜେଡି ନେତା । ବ୍ରହ୍ମପୁର ମହାନଗର ନିଗମର ୩୪ କର୍ପୋରେଟର, ମେୟର, ଡେପୁଟି ମେୟର, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ସହ ସାଙ୍ଗଠନିକ ପ୍ରସଙ୍ଗରେ ଆଲୋଚନା ହୋଇଥିବା ସୂଚନା ଦେଇଛନ୍ତି  ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର  । ବରିଷ୍ଠ ବିଜେଡି ନେତା ପ୍ରଦୀପ ଅମାତ ମଧ୍ୟ ଉପସ୍ଥିତ ରହିଥିଲେ ।  ବିକାଶ କାମ କିଭଳି ଆଗକୁ ବଢିବ ଓ ସଭ୍ୟ ସଂଗ୍ରହ କାର୍ଯ୍ୟ କିଭଳି ସମନ୍ୱୟ ରଖି ଆଗକୁ ଯିବ ସେ ନେଇ ଆଲୋଚନା ହୋଇଥିଲା । କୌଣସି ନେତା ନେତା ମଧ୍ୟରେ ମତଭେଦ ନାହିଁ।  ସମସ୍ତେ ଏକ ହୋଇ କାମ କରିବେ ବୋଲି କହିଛନ୍ତି ବିକ୍ରମ ପଣ୍ଡା।  ନବୀନ ବାବୁଙ୍କ କଥା ଆସିଲେ ସମସ୍ତେ ଏକାଠି ବୋଲି କହିଲେ ବିକ୍ରମ ପଣ୍ଡା। ସଭ୍ୟ ସଂଗ୍ରହ ବୃଦ୍ଧି କରାଯିବା ପ୍ରସଙ୍ଗରେ ଆଲୋଚନା ହୋଇଥିବା କହିଲେ ବ୍ରହ୍ମପୁର ମହାନଗର ନିଗମ କର୍ପୋରେଟର।

The post ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଗଞ୍ଜାମ ବିଜେଡି ନେତା appeared first on .