ନବୀନଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର ଦେଲେ ସାଂଘାତିକ ବୟାନ: କହିଲେ ବାଂଲାଦେଶ ଭଳି ସମସ୍ୟା ଆଣିବ…

ଭୁବନେଶ୍ୱର,୯।୮: ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ରଙ୍କ ଶୁକ୍ରବାର ସାଂଘାତିକ୍‌ ବୟାନ ଦେଇଛନ୍ତି। ସେକହିଛନ୍ତି, ବରପୁତ୍ରଙ୍କୁ ଅସମ୍ମାନ ବାଂଲାଦେଶ ଭଳି ସମସ୍ୟା ଆଣିବ। ବିଜୁ ପଟ୍ଟନାୟକଙ୍କ ନାଁ ସହ ଯୋଡ଼ି ହୋଇଥିବା ଅନେକ କଥା ହଟାଇବାକୁ ଚେଷ୍ଟା ଚାଲିଛି।ଗଣତନ୍ତ୍ରରେ ସମ୍ମାନ ଜରୁରୀ, ଅସମ୍ମାନ କଲେ ଗଣତନ୍ତ୍ରର ମୂଳଦୁଆ ଦୋହଲିଯିବ। ଚାରିଆଡେ ପୋଡାଜଳା, ହିଂସା ଅରାଜକତାରେ ଜଳୁଛି ବାଂଲାଦେଶ। ଦେଶରେ ଅସମ୍ଭାଳ ସ୍ଥିତି। ପ୍ରଧାନମନ୍ତ୍ରୀ ପଦରୁ ଶେଖ୍‌ ହାସିନା ଇସ୍ତଫା […] The post ନବୀନଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର ଦେଲେ ସାଂଘାତିକ ବୟାନ: କହିଲେ ବାଂଲାଦେଶ ଭଳି ସମସ୍ୟା ଆଣିବ… appeared first on Dharitri Odia News.

ନବୀନଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର ଦେଲେ ସାଂଘାତିକ ବୟାନ: କହିଲେ ବାଂଲାଦେଶ ଭଳି ସମସ୍ୟା ଆଣିବ…

ଭୁବନେଶ୍ୱର,୯।୮: ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ରଙ୍କ ଶୁକ୍ରବାର ସାଂଘାତିକ୍‌ ବୟାନ ଦେଇଛନ୍ତି। ସେକହିଛନ୍ତି, ବରପୁତ୍ରଙ୍କୁ ଅସମ୍ମାନ ବାଂଲାଦେଶ ଭଳି ସମସ୍ୟା ଆଣିବ। ବିଜୁ ପଟ୍ଟନାୟକଙ୍କ ନାଁ ସହ ଯୋଡ଼ି ହୋଇଥିବା ଅନେକ କଥା ହଟାଇବାକୁ ଚେଷ୍ଟା ଚାଲିଛି।ଗଣତନ୍ତ୍ରରେ ସମ୍ମାନ ଜରୁରୀ, ଅସମ୍ମାନ କଲେ ଗଣତନ୍ତ୍ରର ମୂଳଦୁଆ ଦୋହଲିଯିବ।

ଚାରିଆଡେ ପୋଡାଜଳା, ହିଂସା ଅରାଜକତାରେ ଜଳୁଛି ବାଂଲାଦେଶ। ଦେଶରେ ଅସମ୍ଭାଳ ସ୍ଥିତି। ପ୍ରଧାନମନ୍ତ୍ରୀ ପଦରୁ ଶେଖ୍‌ ହାସିନା ଇସ୍ତଫା ଦେଇ ଦେଶ ଛାଡିବା ପରେ ପାର୍ଲାମେଣ୍ଟକୁ ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଭଙ୍ଗ ଘୋଷଣା କରିଥିଲେ।

The post ନବୀନଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର ଦେଲେ ସାଂଘାତିକ ବୟାନ: କହିଲେ ବାଂଲାଦେଶ ଭଳି ସମସ୍ୟା ଆଣିବ… appeared first on Dharitri Odia News.