ନରେନ୍ଦ୍ର ମୋଦି ହେବେ ନାହିଁ ପ୍ରଧାନମନ୍ତ୍ରୀ: ପପୁ ଯାଦବଙ୍କ ଭବିଷ୍ୟବାଣୀ

ପାଟନା,୬।୬: ବିହାରର ପୂର୍ଣ୍ଣିୟା ଲୋକ ସଭା ଆସନରୁ ସ୍ବାଧୀନ ଭାବେ ଜିତିଥିବା ପପୁ ଯାଦବ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଏନଡିଏ ସରକାର ଗଠନ ହେଲେ ମଧ୍ୟ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ ନାହିଁ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି। ପପୁ ଯାଦବ କହିଛନ୍ତି, ନୀତୀଶ କୁମାର ଏବଂ ଚନ୍ଦ୍ରାବାବୁ ନାଇଡୁ ସର୍ବଦା ଗାନ୍ଧୀବାଦୀ ଚିନ୍ତାଧାରାରେ ଅନୁସରଣ କରନ୍ତି। ସେମାନେ ସର୍ବଦା ଧର୍ମନିରପେକ୍ଷ। ସେମାନେ ସାମାଜିକ ନ୍ୟାୟ ବିଷୟରେ କଥାବାର୍ତ୍ତା କରନ୍ତି। ନୀତୀଶ କୁମାରଙ୍କ ଉପରେ ଦେଶ […] The post ନରେନ୍ଦ୍ର ମୋଦି ହେବେ ନାହିଁ ପ୍ରଧାନମନ୍ତ୍ରୀ: ପପୁ ଯାଦବଙ୍କ ଭବିଷ୍ୟବାଣୀ appeared first on Dharitri Odia News.

ନରେନ୍ଦ୍ର ମୋଦି ହେବେ ନାହିଁ ପ୍ରଧାନମନ୍ତ୍ରୀ: ପପୁ ଯାଦବଙ୍କ ଭବିଷ୍ୟବାଣୀ

ପାଟନା,୬।୬: ବିହାରର ପୂର୍ଣ୍ଣିୟା ଲୋକ ସଭା ଆସନରୁ ସ୍ବାଧୀନ ଭାବେ ଜିତିଥିବା ପପୁ ଯାଦବ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଏନଡିଏ ସରକାର ଗଠନ ହେଲେ ମଧ୍ୟ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ ନାହିଁ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି।
ପପୁ ଯାଦବ କହିଛନ୍ତି, ନୀତୀଶ କୁମାର ଏବଂ ଚନ୍ଦ୍ରାବାବୁ ନାଇଡୁ ସର୍ବଦା ଗାନ୍ଧୀବାଦୀ ଚିନ୍ତାଧାରାରେ ଅନୁସରଣ କରନ୍ତି। ସେମାନେ ସର୍ବଦା ଧର୍ମନିରପେକ୍ଷ। ସେମାନେ ସାମାଜିକ ନ୍ୟାୟ ବିଷୟରେ କଥାବାର୍ତ୍ତା କରନ୍ତି। ନୀତୀଶ କୁମାରଙ୍କ ଉପରେ ଦେଶ ସେତେବେଳେ ଗର୍ବ କରିବ ଯେତେବେଳେ ସେ ଦେଶ ପାଇଁ ଛିଡ଼ା ହେବେ। ଚନ୍ଦ୍ରାବାବୁ ନାଇଡୁ ବି। ମୁଁ ଆଶା କରୁଛି ଯେ, ଯଦି ଏନଡିଏ ସରକାର ଗଠନ ହୁଏ ତେବେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ ନାହିଁ।

 

 

The post ନରେନ୍ଦ୍ର ମୋଦି ହେବେ ନାହିଁ ପ୍ରଧାନମନ୍ତ୍ରୀ: ପପୁ ଯାଦବଙ୍କ ଭବିଷ୍ୟବାଣୀ appeared first on Dharitri Odia News.