ନାଗାଚୈତନ୍ୟ-ଶୋଭିତାଙ୍କ ଚାଲିଥିଲା ବିବାହ, ଏ କ’ଣ ପୋଷ୍ଟ କରିଦେଲେ ସାମନ୍ଥା, ଫିଲ୍ମ ଇଣ୍ଡଷ୍ଟ୍ରିରେ ହଇଚଇ!

ମୁମ୍ବାଇ: ହାଇଦ୍ରାବାଦରେ ବୁଧବାର ତେଲୁଗୁ ରୀତିନୀତି ଅନୁଯାୟୀ ଅଭିନେତା ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲ ବିବାହ କରିଛନ୍ତି। ଅଭିନେତ୍ରୀ ସାମନ୍ଥା ପ୍ରଭୁଙ୍କୁ ଛାଡପତ୍ର ଦେବା ପରେ ନାଗା ଦ୍ୱିତୀୟ ବିବାହ କରିଛନ୍ତି। ବର୍ତ୍ତମାନ ନାଗା-ଶୋଭିତାଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଦେଖିବାକୁ ମିଳିଛି। ଏହାରି ଭିତରେ ନାଗାଙ୍କର ପୂର୍ବତନ ସ୍ତ୍ରୀ ଓ ଅଭିନେତ୍ରୀ ସାମନ୍ଥା ଏକ କ୍ରିପ୍ଟିକ ପୋଷ୍ଟ ଶେୟାର କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଇନଷ୍ଟାଗ୍ରାମ ଷ୍ଟୋରୀରେ ସାମନ୍ଥା […] The post ନାଗାଚୈତନ୍ୟ-ଶୋଭିତାଙ୍କ ଚାଲିଥିଲା ବିବାହ, ଏ କ’ଣ ପୋଷ୍ଟ କରିଦେଲେ ସାମନ୍ଥା, ଫିଲ୍ମ ଇଣ୍ଡଷ୍ଟ୍ରିରେ ହଇଚଇ! appeared first on Dharitri Odia News.

ନାଗାଚୈତନ୍ୟ-ଶୋଭିତାଙ୍କ ଚାଲିଥିଲା ବିବାହ, ଏ କ’ଣ ପୋଷ୍ଟ କରିଦେଲେ ସାମନ୍ଥା, ଫିଲ୍ମ ଇଣ୍ଡଷ୍ଟ୍ରିରେ ହଇଚଇ!

ମୁମ୍ବାଇ: ହାଇଦ୍ରାବାଦରେ ବୁଧବାର ତେଲୁଗୁ ରୀତିନୀତି ଅନୁଯାୟୀ ଅଭିନେତା ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲ ବିବାହ କରିଛନ୍ତି। ଅଭିନେତ୍ରୀ ସାମନ୍ଥା ପ୍ରଭୁଙ୍କୁ ଛାଡପତ୍ର ଦେବା ପରେ ନାଗା ଦ୍ୱିତୀୟ ବିବାହ କରିଛନ୍ତି। ବର୍ତ୍ତମାନ ନାଗା-ଶୋଭିତାଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଦେଖିବାକୁ ମିଳିଛି। ଏହାରି ଭିତରେ ନାଗାଙ୍କର ପୂର୍ବତନ ସ୍ତ୍ରୀ ଓ ଅଭିନେତ୍ରୀ ସାମନ୍ଥା ଏକ କ୍ରିପ୍ଟିକ ପୋଷ୍ଟ ଶେୟାର କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Latest and Breaking News on NDTV

ଇନଷ୍ଟାଗ୍ରାମ ଷ୍ଟୋରୀରେ ସାମନ୍ଥା ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯାହା ହଲିଉଡ ଆଇକନ ଭାୟୋଲା ଡେଭିସ ଦ୍ୱାରା ପୋଷ୍ଟ କରାଯାଇଛି। ଏଥିରେ ଜଣେ ଝିଅ ଏବଂ ପୁଅ ମଧ୍ୟରେ କୁସ୍ତି ମ୍ୟାଚର ଏକ ଭିଡିଓ ରହିଛି। ସେ କ୍ୟାପସନରେ ଲେକିଛନ୍ତି “ଫୁଲ ପରି ସୂକ୍ଷ୍ମ ନୁହେଁ, ବୋମା ପରି ସୂକ୍ଷ୍ମ #FightLikeAGirl।”

The post ନାଗାଚୈତନ୍ୟ-ଶୋଭିତାଙ୍କ ଚାଲିଥିଲା ବିବାହ, ଏ କ’ଣ ପୋଷ୍ଟ କରିଦେଲେ ସାମନ୍ଥା, ଫିଲ୍ମ ଇଣ୍ଡଷ୍ଟ୍ରିରେ ହଇଚଇ! appeared first on Dharitri Odia News.