ନାଣ୍ଡେଡ୍ ଲୋକ ସଭା ଆସନ ହାତେଇଲା ଭାଜପା
ଓ୍ବାୟନାଡ୍,୨୩ା୧୧: ମହାରାଷ୍ଟ୍ରର ନାଣ୍ଡେଡ୍ ଲୋକ ସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ଭାଜପା ପ୍ରାର୍ଥୀ ସନ୍ତୁକରାଓ ମାରୋତରାଓ ହମ୍ବାର୍ଡେ ବିଜୟୀ ହୋଇଛନ୍ତି। ସେଠାରୁ ନିର୍ବାଚିତ ହୋଇଥିବା ଚଭନ ବସନ୍ତରାଓ ବଲଓ୍ବନ୍ତରାଓଙ୍କ ଦେହାନ୍ତ ପରେ ଉକ୍ତ ଆସନରେ ଉପନିର୍ବାଚନର ଆବଶ୍ୟକ ପଡ଼ିଥିଲା। ଉପନିର୍ବାଚନରେ ମୋଟ ୨୩ ଜଣ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। The post ନାଣ୍ଡେଡ୍ ଲୋକ ସଭା ଆସନ ହାତେଇଲା ଭାଜପା appeared first on Dharitri Odia News.
ଓ୍ବାୟନାଡ୍,୨୩ା୧୧: ମହାରାଷ୍ଟ୍ରର ନାଣ୍ଡେଡ୍ ଲୋକ ସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ଭାଜପା ପ୍ରାର୍ଥୀ ସନ୍ତୁକରାଓ ମାରୋତରାଓ ହମ୍ବାର୍ଡେ ବିଜୟୀ ହୋଇଛନ୍ତି। ସେଠାରୁ ନିର୍ବାଚିତ ହୋଇଥିବା ଚଭନ ବସନ୍ତରାଓ ବଲଓ୍ବନ୍ତରାଓଙ୍କ ଦେହାନ୍ତ ପରେ ଉକ୍ତ ଆସନରେ ଉପନିର୍ବାଚନର ଆବଶ୍ୟକ ପଡ଼ିଥିଲା। ଉପନିର୍ବାଚନରେ ମୋଟ ୨୩ ଜଣ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ।
The post ନାଣ୍ଡେଡ୍ ଲୋକ ସଭା ଆସନ ହାତେଇଲା ଭାଜପା appeared first on Dharitri Odia News.