ନାଫେଡ୍ ଜରିଆରେ ଆଳୁ ଆଣିବେ ରାଜ୍ୟ ସରକାର, କେଜି ୩୦ ଟଙ୍କାରେ ହେବ ବିକ୍ରି
ଭୁବନେଶ୍ବର ୯।୮: ତିନି ଦିନିଆ ଦିଲ୍ଲୀ ଗସ୍ତରେ ରାଜ୍ୟ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।ଆଳୁ ସମସ୍ୟା ନେଇ NAFEDର ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ । ଆଗାମୀ ତିନି ଦିନ ଭିତରେ ଓଡ଼ିଶାରେ ପହଞ୍ଚିବ ଆଳୁ । ୩୦୦ ମେଟ୍ରିକ୍ ଟନ୍ ଆଳୁ ଓଡ଼ିଶାକୁ ଦେବ NAFED । ଖୁବ୍ଶୀଘ୍ର ଆଳୁ କେଜି ୩୦ ଟଙ୍କାରେ ପାଇବେ ଓଡ଼ିଶାବାସୀ । ଦୂର ହେବ ଆଳୁ ସମସ୍ୟା ।ଦିଲ୍ଲୀରେ ମନ୍ତ୍ରୀ କହିଛନ୍ତି, ଲୋକେ କେତେକ ସ୍ଥାନରେ ବେଙ୍ଗଲକୁ ଯାଉଥିବା ଗାଡି ଅଟକାଇଥିବା ନେଇ ସୂଚନା ମିଳିଛି । ବେଙ୍ଗଲ ଆମର ପଡୋଶୀ ରାଜ୍ୟ ବୁଝାମଣା ମାଧ୍ୟମରେ ସମସ୍ୟାର ସମାଧାନ ହେବା ଆବଶ୍ୟକ । ମନୋମାଳିନ୍ୟ ଭଳି କୌଣସି ପରିସ୍ଥିତି ନ ଆସୁ । ୩ ଦିନିଆ ଦିଲ୍ଲୀ ଗସ୍ତରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । You Can Read:ମାଛ ନେଇ ଆସୁଥିବା ବେଳେ ଧକ୍କା ଦେଲା ବାଲି ବୋଝେଇ ଟ୍ରାକ୍ଟର, ବାଇକ୍ ଆରୋହୀଙ୍କ ମୃତ୍ୟୁ
ଭୁବନେଶ୍ବର ୯।୮: ତିନି ଦିନିଆ ଦିଲ୍ଲୀ ଗସ୍ତରେ ରାଜ୍ୟ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ଆଳୁ ସମସ୍ୟା ନେଇ NAFEDର ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ । ଆଗାମୀ ତିନି ଦିନ ଭିତରେ ଓଡ଼ିଶାରେ ପହଞ୍ଚିବ ଆଳୁ । ୩୦୦ ମେଟ୍ରିକ୍ ଟନ୍ ଆଳୁ ଓଡ଼ିଶାକୁ ଦେବ NAFED ।
ଖୁବ୍ଶୀଘ୍ର ଆଳୁ କେଜି ୩୦ ଟଙ୍କାରେ ପାଇବେ ଓଡ଼ିଶାବାସୀ । ଦୂର ହେବ ଆଳୁ ସମସ୍ୟା ।
ଦିଲ୍ଲୀରେ ମନ୍ତ୍ରୀ କହିଛନ୍ତି, ଲୋକେ କେତେକ ସ୍ଥାନରେ ବେଙ୍ଗଲକୁ ଯାଉଥିବା ଗାଡି ଅଟକାଇଥିବା ନେଇ ସୂଚନା ମିଳିଛି । ବେଙ୍ଗଲ ଆମର ପଡୋଶୀ ରାଜ୍ୟ ବୁଝାମଣା ମାଧ୍ୟମରେ ସମସ୍ୟାର ସମାଧାନ ହେବା ଆବଶ୍ୟକ । ମନୋମାଳିନ୍ୟ ଭଳି କୌଣସି ପରିସ୍ଥିତି ନ ଆସୁ । ୩ ଦିନିଆ ଦିଲ୍ଲୀ ଗସ୍ତରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।
You Can Read:
ମାଛ ନେଇ ଆସୁଥିବା ବେଳେ ଧକ୍କା ଦେଲା ବାଲି ବୋଝେଇ ଟ୍ରାକ୍ଟର, ବାଇକ୍ ଆରୋହୀଙ୍କ ମୃତ୍ୟୁ