ବ୍ଲେଡ଼ରେ ଆକ୍ରମଣ କରି ଲୁଟିବା ସହ ବାଇକ୍ ପୋଡିଦେଲେ ଦୁର୍ବୃତ୍ତ

ଭଞ୍ଜନଗର ରାଜ୍ୟ ରାଜପଥ ସାକେଣୀ ଗାଁ ନିକଟରେ ଆତଙ୍କ ଖେଳାଇଲେ ଦୁର୍ବୃତ୍ତ। କଳା ସ୍କର୍ପିଓରେ ଆସି ପଥଚାରୀଙ୍କୁ ବ୍ଲେଡ଼ରେ ଆକ୍ରମଣ... The post ବ୍ଲେଡ଼ରେ ଆକ୍ରମଣ କରି ଲୁଟିବା ସହ ବାଇକ୍ ପୋଡିଦେଲେ ଦୁର୍ବୃତ୍ତ appeared first on .

ବ୍ଲେଡ଼ରେ ଆକ୍ରମଣ କରି ଲୁଟିବା ସହ ବାଇକ୍ ପୋଡିଦେଲେ ଦୁର୍ବୃତ୍ତ

ଭଞ୍ଜନଗର ରାଜ୍ୟ ରାଜପଥ ସାକେଣୀ ଗାଁ ନିକଟରେ ଆତଙ୍କ ଖେଳାଇଲେ ଦୁର୍ବୃତ୍ତ। କଳା ସ୍କର୍ପିଓରେ ଆସି ପଥଚାରୀଙ୍କୁ ବ୍ଲେଡ଼ରେ ଆକ୍ରମଣ କରି ଲୁଟିଲେ ୮ ଦୁର୍ବୃତ୍ତ। ବାଇକ୍ ଅଟକାଇ ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ପଥଚାରୀଙ୍କ ବାଇକ୍ ପୋଡିଦେଲେ ଦୁର୍ବୃତ୍ତ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଆହତ ଦଶପଲ୍ଲା ଥାନା ଖଣ୍ଡପଡ଼ା ଗାଁର ଜଟିଆ ବେହେରା ବୋଲି ଜଣା ପଡିଛି l ସେ କୌଣସି କାମରେ ଭଞ୍ଜନଗର ଯାଉଥିବା ବେଳେ ଦୃର୍ବୁତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି l ଏନେଇ ଦଶପଲ୍ଲା ଥାନାରେ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।

The post ବ୍ଲେଡ଼ରେ ଆକ୍ରମଣ କରି ଲୁଟିବା ସହ ବାଇକ୍ ପୋଡିଦେଲେ ଦୁର୍ବୃତ୍ତ appeared first on .