ନାମାଙ୍କନ ଦାଖଲ କରିବେ ବିଜେଡି ବିଧାୟକ, ମନ୍ଦିରରେ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରାରେ ଗଲେ
ଚଣ୍ଡୀଖୋଲ ୧୩/୦୫: ସବୁଠି ନିର୍ବାଚନ ତାତି । ଏହାରି ମଧ୍ୟରେ ପ୍ରାର୍ଥୀମାନେ ନିଜର ନାମାଙ୍କନ ପତ୍ର ଦାଖଲ କରୁଛନ୍ତି । ଆଜି ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଣବ ବଳବନ୍ତରାୟ ନିଜର ନାମାଙ୍କନ ପତ୍ର ଦାଖଲ କରିବେ । ମନ୍ଦିରରେ ପୂଜାର୍ଚ୍ଚାନା କରି ନିଜ ମାଙ୍କ ଆଶୀର୍ବାଦ ନେଇ ନାମାନଙ୍କ ପାଇଁ ବାହାରିଛନ୍ତି । ନିଜର ହଜାର ହଜାର ସମର୍ଥକଙ୍କ ସହିତ ଏକ ବିରାଟ ପଟୁଆରରେ ଜିଲ୍ଲାପାଳଙ୍କ ଅଫିସ ଅଭିମୁଖେ ଯାଇଥିଲେ । ତୃତୀୟ ଥର ପାଇଁ ନିର୍ବାଚନରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଧର୍ମଶାଳା ହେଉଛି ପ୍ରଗତିର ପ୍ରୟୋଗ ଶାଳା । ସବୁବେଳେ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ଆଶାର୍ବାଦ ପାଇଛି । ଧର୍ମଶାଳାରେ ନିର୍ବାଚନ ମଣ୍ଡଳୀରେ ହୋଇଛି ଅନେକ ବିକାଶ । ଯାହାକୁ ନେଇ ଆଗାମୀ ନିର୍ବାଚନ ବୈତରଣୀ ପାର ହେବା ପାଇଁ ବିଧାୟକ ପାର୍ଥି ପ୍ରଣବ ବଳବନ୍ତରାୟ କହିଛନ୍ତି ।
ଚଣ୍ଡୀଖୋଲ ୧୩/୦୫: ସବୁଠି ନିର୍ବାଚନ ତାତି । ଏହାରି ମଧ୍ୟରେ ପ୍ରାର୍ଥୀମାନେ ନିଜର ନାମାଙ୍କନ ପତ୍ର ଦାଖଲ କରୁଛନ୍ତି । ଆଜି ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଣବ ବଳବନ୍ତରାୟ ନିଜର ନାମାଙ୍କନ ପତ୍ର ଦାଖଲ କରିବେ ।
ମନ୍ଦିରରେ ପୂଜାର୍ଚ୍ଚାନା କରି ନିଜ ମାଙ୍କ ଆଶୀର୍ବାଦ ନେଇ ନାମାନଙ୍କ ପାଇଁ ବାହାରିଛନ୍ତି । ନିଜର ହଜାର ହଜାର ସମର୍ଥକଙ୍କ ସହିତ ଏକ ବିରାଟ ପଟୁଆରରେ ଜିଲ୍ଲାପାଳଙ୍କ ଅଫିସ ଅଭିମୁଖେ ଯାଇଥିଲେ । ତୃତୀୟ ଥର ପାଇଁ ନିର୍ବାଚନରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଧର୍ମଶାଳା ହେଉଛି ପ୍ରଗତିର ପ୍ରୟୋଗ ଶାଳା ।
ସବୁବେଳେ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ଆଶାର୍ବାଦ ପାଇଛି । ଧର୍ମଶାଳାରେ ନିର୍ବାଚନ ମଣ୍ଡଳୀରେ ହୋଇଛି ଅନେକ ବିକାଶ । ଯାହାକୁ ନେଇ ଆଗାମୀ ନିର୍ବାଚନ ବୈତରଣୀ ପାର ହେବା ପାଇଁ ବିଧାୟକ ପାର୍ଥି ପ୍ରଣବ ବଳବନ୍ତରାୟ କହିଛନ୍ତି ।