ନାମାଙ୍କନପତ୍ର ସ୍ବୀକାର କଲେ କମଲା ହାରିସ୍, ଲୋକଙ୍କୁ ଦେଲେ ବଡ଼ ପ୍ରତିଶ୍ରୁତି, କହିଲେ ମୁଁ ସବୁବେଳେ ଦେଶକୁ…
ଓ୍ବାଶିଂଟନ,୨୩ା୮: ଆମେରିକାର ରାଷ୍ଟ୍ରପତି ପଦ ପାଇଁ କମଲା ହାରିସ୍ ଡେମୋକ୍ରାଟିକ ପାର୍ଟିର ନାମାଙ୍କନପତ୍ରକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିଛନ୍ତି। ଏହି ସମୟ ମଧ୍ୟରେ ସେ ଆମେରିକାର ଲୋକଙ୍କୁ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି, ରାଷ୍ଟ୍ରପତି ହେବି। ସବୁବେଳେ ଦେଶକୁ ନିଜ ତଥା ଦଳ ଉପରେ ରଖିବି। ସେ କହିଛନ୍ତି, ଆମକୁ ଏକାଠି କାମ କରିବାକୁ ପଡ଼ିବ। ମୁଁ ସମସ୍ତ ଆମେରିକୀୟ ନାଗରିକଙ୍କ ପାଇଁ ରାଷ୍ଟ୍ରପତି ହେବାକୁ ପ୍ରତିଜ୍ଞା କରୁଛି। ଦେଶକୁ ଆଗକୁ ନେବା ପାଇଁ ଆପଣମାନେ […] The post ନାମାଙ୍କନପତ୍ର ସ୍ବୀକାର କଲେ କମଲା ହାରିସ୍, ଲୋକଙ୍କୁ ଦେଲେ ବଡ଼ ପ୍ରତିଶ୍ରୁତି, କହିଲେ ମୁଁ ସବୁବେଳେ ଦେଶକୁ… appeared first on Dharitri Odia News.
ଓ୍ବାଶିଂଟନ,୨୩ା୮: ଆମେରିକାର ରାଷ୍ଟ୍ରପତି ପଦ ପାଇଁ କମଲା ହାରିସ୍ ଡେମୋକ୍ରାଟିକ ପାର୍ଟିର ନାମାଙ୍କନପତ୍ରକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିଛନ୍ତି। ଏହି ସମୟ ମଧ୍ୟରେ ସେ ଆମେରିକାର ଲୋକଙ୍କୁ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି, ରାଷ୍ଟ୍ରପତି ହେବି। ସବୁବେଳେ ଦେଶକୁ ନିଜ ତଥା ଦଳ ଉପରେ ରଖିବି।
ସେ କହିଛନ୍ତି, ଆମକୁ ଏକାଠି କାମ କରିବାକୁ ପଡ଼ିବ। ମୁଁ ସମସ୍ତ ଆମେରିକୀୟ ନାଗରିକଙ୍କ ପାଇଁ ରାଷ୍ଟ୍ରପତି ହେବାକୁ ପ୍ରତିଜ୍ଞା କରୁଛି। ଦେଶକୁ ଆଗକୁ ନେବା ପାଇଁ ଆପଣମାନେ ମୋତେ ବିଶ୍ୱାସ କରିବେ।
ଗଣତାନ୍ତ୍ରିକ ଜାତୀୟ ସମ୍ମିଳନୀର ଶେଷ ଦିନ ଶୁକ୍ରବାର କମଲା ହାରିସ୍ ଡେମୋକ୍ରାଟିକ ପାର୍ଟିରୁ ରାଷ୍ଟ୍ରପତି ପ୍ରାର୍ଥୀ ଗ୍ରହଣ କରିଛନ୍ତି। ସେ କହିଛନ୍ତି, ଆମକୁ ବିଜୟ ଦିଗରେ କାର୍ଯ୍ୟ କରିବାକୁ ପଡ଼ିବ। ଏହି ସମୟ ମଧ୍ୟରେ ସମ୍ମିଳନୀରେ ଉପସ୍ଥିତ ଲୋକମାନେ କମଲା ହାରିସ୍ ଏବଂ ଆମେରିକାର ଜିନ୍ଦାବାଦ ସ୍ଲୋଗାନ ଦେଇଛନ୍ତି।
The post ନାମାଙ୍କନପତ୍ର ସ୍ବୀକାର କଲେ କମଲା ହାରିସ୍, ଲୋକଙ୍କୁ ଦେଲେ ବଡ଼ ପ୍ରତିଶ୍ରୁତି, କହିଲେ ମୁଁ ସବୁବେଳେ ଦେଶକୁ… appeared first on Dharitri Odia News.