ନାଲିଫିତା ତଳେ 'ସ୍ମାରକୀ କୁଟୀର' ଦାବି

ଦେଶର ପ୍ରଥମ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ପଦ୍ମଭୂଷଣ ଗୋପୀନାଥ ମହାନ୍ତିଙ୍କ ଆଜି ୧୧୧ତମ ଜୟନ୍ତୀ । ଉପନ୍ୟାସରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଆଦିବାସୀଙ୍କ ଜନଜୀବନ, ଚଳଣି ଓ ପରମ୍ପରାକୁ ଲୋକଲୋଚନକୁ ଆଣିଥିବା ଏହି ବିଶିଷ୍ଟ ବ୍ୟକ୍ତିଙ୍କୁ କିନ୍ତୁ ଭୁଲି ଯାଉଛି କୋରାପୁଟ ପ୍ରଶାସନ। ସେ ରହୁଥିବା ସରକାରୀ ଘରର ପୁନରୁଦ୍ଧାର ସହ ସ୍ମାରକୀ କୁଟୀର ଭାବେ ନିର୍ମାଣ କରିବାକୁ ବର୍ଷ ବର୍ଷ ହେଲା ଦାବି ହୋଇଆସୁଛି। ହେଲେ ଚିଠି ଲେଖି ଦାୟିତ୍ୱ ସାରିଦେଇଛି ପ୍ରଶାସନ। 

ନାଲିଫିତା ତଳେ 'ସ୍ମାରକୀ କୁଟୀର' ଦାବି
Array