ନାଳକୁ ଖସି ପଡ଼ିଲା ମୋ ବସ୍, ଭିତରେ ଥିଲେ ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ
ଖୋର୍ଦ୍ଧା,୬।୪: ରାସ୍ତାକଡ଼ ନାଳକୁ ଖସିଲା ମୋ ବସ। ଏହି ଦୁର୍ଘଟଣାରେ ୨୦ ଆହତ ହୋଇଥିବା ଜଣାପଡିଛି। ପିତାପଲ୍ଲୀ ଛକରେ ଭାରସାମ୍ୟ ହରାଇ ମୋ ବସ ନାଳକୁ ଖସି ପଡିଛି। ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ବସ୍ଟି ଭୁବନେଶ୍ୱରରୁ ଖୋର୍ଦ୍ଧା ଆସୁଥିବାବଳେ ଏପରି ଦୁର୍ଘଟଣାର ସମ୍ମୁଖୀନ ହୋଇଛି। The post ନାଳକୁ ଖସି ପଡ଼ିଲା ମୋ ବସ୍, ଭିତରେ ଥିଲେ ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ appeared first on Dharitri Odia News.
ଖୋର୍ଦ୍ଧା,୬।୪: ରାସ୍ତାକଡ଼ ନାଳକୁ ଖସିଲା ମୋ ବସ। ଏହି ଦୁର୍ଘଟଣାରେ ୨୦ ଆହତ ହୋଇଥିବା ଜଣାପଡିଛି। ପିତାପଲ୍ଲୀ ଛକରେ ଭାରସାମ୍ୟ ହରାଇ ମୋ ବସ ନାଳକୁ ଖସି ପଡିଛି। ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ବସ୍ଟି ଭୁବନେଶ୍ୱରରୁ ଖୋର୍ଦ୍ଧା ଆସୁଥିବାବଳେ ଏପରି ଦୁର୍ଘଟଣାର ସମ୍ମୁଖୀନ ହୋଇଛି।
The post ନାଳକୁ ଖସି ପଡ଼ିଲା ମୋ ବସ୍, ଭିତରେ ଥିଲେ ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ appeared first on Dharitri Odia News.