ନିଆଁ ଲାଗି ଜଳିଗଲା ହୋଟେଲ
ଏମ୍ଭି ୭୯,୧୮ା୧୧(ଭିକି ବାରିକ): ମାଲକାନଗିରି ଜିଲା ଏମ୍ଭି ୭୯ ଶିବମନ୍ଦିର ସମ୍ମୁଖରେ ଥିବା ଏକ ହୋଟେଲରେ ସୋମବାର ଗ୍ୟାସ୍ ଲିକ୍ରୁ ନିଆଁ ଲାଗି ଜଳି ଯାଇଛି। ମା’ ପାଚି ସର୍ଦ୍ଦାର ଓ ପୁଅ ମହେଶ ବର୍ତ୍ତି ଯାଇଛନ୍ତି। ହୋଟେଲରେ ରୋଷେଇ କରିବା ସମୟରେ କୌଣସି କାରଣରୁ ଗ୍ୟାସ୍ ସିଲିଣ୍ଡର୍ ପାଇପ ଲିକ୍ ହୋଇ ହଠାତ୍ ନିଆଁ ଲାଗି ଯାଇଥିଲା। ସଙ୍ଗେ ସଙ୍ଗେ ସ୍ଥାନୀୟ ବଜାରର ଲୋକମାନେ ଏବଂ ଥାନା ଅଧିକାରୀ ସହ ପୋଲିସ ଷ୍ଟାଫ ଆସି ନିଅଁାକୁ […] The post ନିଆଁ ଲାଗି ଜଳିଗଲା ହୋଟେଲ appeared first on Dharitri Odia News.
ଏମ୍ଭି ୭୯,୧୮ା୧୧(ଭିକି ବାରିକ): ମାଲକାନଗିରି ଜିଲା ଏମ୍ଭି ୭୯ ଶିବମନ୍ଦିର ସମ୍ମୁଖରେ ଥିବା ଏକ ହୋଟେଲରେ ସୋମବାର ଗ୍ୟାସ୍ ଲିକ୍ରୁ ନିଆଁ ଲାଗି ଜଳି ଯାଇଛି। ମା’ ପାଚି ସର୍ଦ୍ଦାର ଓ ପୁଅ ମହେଶ ବର୍ତ୍ତି ଯାଇଛନ୍ତି। ହୋଟେଲରେ ରୋଷେଇ କରିବା ସମୟରେ କୌଣସି କାରଣରୁ ଗ୍ୟାସ୍ ସିଲିଣ୍ଡର୍ ପାଇପ ଲିକ୍ ହୋଇ ହଠାତ୍ ନିଆଁ ଲାଗି ଯାଇଥିଲା। ସଙ୍ଗେ ସଙ୍ଗେ ସ୍ଥାନୀୟ ବଜାରର ଲୋକମାନେ ଏବଂ ଥାନା ଅଧିକାରୀ ସହ ପୋଲିସ ଷ୍ଟାଫ ଆସି ନିଅଁାକୁ ଆୟତ୍ତ କରିଥିଲେ । ପରେ କାଳିମେଳାରୁ ଦମକଳ କର୍ମଚାରୀମାନେ ଆସି ନଆଁ ଲିଭାଇ ଥିଲେ। ହୋଟେଲରେ ଥିବା ବହୁ ସମାଗ୍ରୀ ଜଳି ପୋଡି ପାଉଁଶ ହୋଇଯାଇଛି ା
The post ନିଆଁ ଲାଗି ଜଳିଗଲା ହୋଟେଲ appeared first on Dharitri Odia News.