ନିଆଁ ଲାଗି ମହିଳା ଗୁରୁତର, ଦୀପ ଲଗାଇଲା ବେଳେ ଶାଢ଼ୀରେ ନିଆଁ

ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ମା ତାରିଣୀ ମନ୍ଦିରରେ ଅଘଟଣ ।  ନିଆଁ ଲାଗି ମହିଳା ଗୁରୁତର ହୋଇଛନ୍ତି  ।  ମନ୍ଦିର ବେଢାରେ ଦୀପ ଷ୍ଟାଣ୍ଡରେ ଦୀପ ଲଗାଇଲା ବେଳେ  ମହିଳା ଭକ୍ତଙ୍କ ଶାଢ଼ୀରେ ନିଆଁ ଲାଗି  ଯାଇଥିଲା  ।  ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ  ଘଟଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା  । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।  ଗୁରୁତର ମହିଳା ହେଲେ ଢେଙ୍କାନାଳ ଜିଲ୍ଲା କୁରୁଣ୍ଟୀ ଗ୍ରାମର ମିନାକ୍ଷୀ […] The post ନିଆଁ ଲାଗି ମହିଳା ଗୁରୁତର, ଦୀପ ଲଗାଇଲା ବେଳେ ଶାଢ଼ୀରେ ନିଆଁ appeared first on KNews Odisha.

ନିଆଁ ଲାଗି ମହିଳା ଗୁରୁତର, ଦୀପ ଲଗାଇଲା ବେଳେ ଶାଢ଼ୀରେ ନିଆଁ
dipa

ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ମା ତାରିଣୀ ମନ୍ଦିରରେ ଅଘଟଣ ।  ନିଆଁ ଲାଗି ମହିଳା ଗୁରୁତର ହୋଇଛନ୍ତି  ।  ମନ୍ଦିର ବେଢାରେ ଦୀପ ଷ୍ଟାଣ୍ଡରେ ଦୀପ ଲଗାଇଲା ବେଳେ  ମହିଳା ଭକ୍ତଙ୍କ ଶାଢ଼ୀରେ ନିଆଁ ଲାଗି  ଯାଇଥିଲା  ।  ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ  ଘଟଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା  । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।  ଗୁରୁତର ମହିଳା ହେଲେ ଢେଙ୍କାନାଳ ଜିଲ୍ଲା କୁରୁଣ୍ଟୀ ଗ୍ରାମର ମିନାକ୍ଷୀ ବରାଳ ।

The post ନିଆଁ ଲାଗି ମହିଳା ଗୁରୁତର, ଦୀପ ଲଗାଇଲା ବେଳେ ଶାଢ଼ୀରେ ନିଆଁ appeared first on KNews Odisha.