ନିଆରା ଢଙ୍ଗରେ ରକ୍ତଦାନ ଶିବିର : ରକ୍ତଦାତାଙ୍କୁ ଦିଆଗଲା ହେଲମେଟ୍

କଟକ ୨୩।୩: ଖରାଦିନ ଆରମ୍ଭରୁ ରକ୍ତ ଭଣ୍ଡାରରେ ଦେଖା ଦେଲାଣି ରକ୍ତର ଅଭାବ । ଏହି ରକ୍ତ ଅଭାବ ଦୂର କରିବା ପାଇଁ କଟକ ଦିୱାନ୍ ବଜାର ଇଗଲ୍ କ୍ଲବ୍ ପକ୍ଷରୁ କରାଯାଇଛି ନିଆରା ଢଙ୍ଗରେ ରକ୍ତଦାନ ଶିବିର । ଏହି ଶିବିରରେ ରକ୍ତଦାନ କରୁଥିବା ସମସ୍ତ ରକ୍ତଦାତା ମାନଙ୍କୁ କ୍ଲବ୍ ପକ୍ଷରୁ ଦିଆଯାଇଛି ହେଲମେଟ । ଯେହେତୁ ରକ୍ତଦାତା ମାନେ ରକ୍ତ ଦାନ କରି ଅନ୍ୟର ଜୀବନ ବଞ୍ଚାଉଛନ୍ତି ସେଥିପାଇଁ ତାଙ୍କ ଜୀବନ ଦୁର୍ଘଟଣାରୁ ବଞ୍ଚାଇବା ପାଇଁ ହେଲମେଟ୍ ଦେଉଥିବା କଥା କହିଛନ୍ତି କ୍ଲବ୍ ସଦସ୍ୟ । You Can Read:ଯଦି ଓଡ଼ିଶାର ସ୍ୱାର୍ଥ କଥା ନଭାବି ରାଜନୈତିକ ରଙ୍ଗ ଦିଆଯିବ ତାହେଲେ ରାଜ୍ୟର କ୍ଷତି ହେବ : ଅମର ପଟ୍ଟନାୟକ

ନିଆରା ଢଙ୍ଗରେ ରକ୍ତଦାନ ଶିବିର : ରକ୍ତଦାତାଙ୍କୁ ଦିଆଗଲା ହେଲମେଟ୍

କଟକ ଖରାଦିନ ଆରମ୍ଭରୁ ରକ୍ତ ଭଣ୍ଡାରରେ ଦେଖା ଦେଲାଣି ରକ୍ତର ଅଭାବ । ଏହି ରକ୍ତ ଅଭାବ ଦୂର କରିବା ପାଇଁ କଟକ ଦିୱାନ୍ ବଜାର ଇଗଲ୍ କ୍ଲବ୍ ପକ୍ଷରୁ କରାଯାଇଛି ନିଆରା ଢଙ୍ଗରେ ରକ୍ତଦାନ ଶିବିର । ଏହି ଶିବିରରେ ରକ୍ତଦାନ କରୁଥିବା ସମସ୍ତ ରକ୍ତଦାତା ମାନଙ୍କୁ କ୍ଲବ୍ ପକ୍ଷରୁ ଦିଆଯାଇଛି ହେଲମେଟ । ଯେହେତୁ ରକ୍ତଦାତା ମାନେ ରକ୍ତ ଦାନ କରି ଅନ୍ୟର ଜୀବନ ବଞ୍ଚାଉଛନ୍ତି ସେଥିପାଇଁ ତାଙ୍କ ଜୀବନ ଦୁର୍ଘଟଣାରୁ ବଞ୍ଚାଇବା ପାଇଁ ହେଲମେଟ୍ ଦେଉଥିବା କଥା କହିଛନ୍ତି କ୍ଲବ୍ ସଦସ୍ୟ । 

You Can Read:

ଯଦି ଓଡ଼ିଶାର ସ୍ୱାର୍ଥ କଥା ନଭାବି ରାଜନୈତିକ ରଙ୍ଗ ଦିଆଯିବ ତାହେଲେ ରାଜ୍ୟର କ୍ଷତି ହେବ : ଅମର ପଟ୍ଟନାୟକ