ନିଜକୁ ନିଜେ ଗୁଳି କରି ଫସିଲେ ଜେଲ୍‌ ଫେରନ୍ତା

ଭୁବନେଶ୍ୱର,୨୦ା୪: ଭୁବନେଶ୍ବର ବାଲିପାଟଣା ଗୁଳିକାଣ୍ଡ ଘଟଣାରେ ନୂଆ ଟ୍ବିଷ୍ଟ। ଜେଲ୍‌ ଫେରନ୍ତା ନିଜକୁ ନିଜେ ଗୁଳି କରି ଶେଷରେ ଫସି ଯାଇଛନ୍ତି। ସୂଚନାଯୋଗ୍ୟ, ୨୦୨୪ରେ ଏକ ବଳାତ୍କାର ମାମଲାରେ ଜେଲ୍‌ ଯାଇ ଫେରିଥିଲେ ଅଭିଯୁକ୍ତ। ତେବେ ବଳାତ୍କାର ପୀଡ଼ିତାଙ୍କ ପରିବାରକୁ ଫସାଇବା ଉଦ୍ୟମ କରି ନିଜେ ରଚିଥିବା ଚକ୍ରବ୍ୟୁହରେ ନିଜେ ଫସିଗଲେ ଅଭିଯୁକ୍ତ। ନିଜକୁ ନିଜେ ଗୁଳି କରି ଅନ୍ୟମାନଙ୍କୁ ଫସାଇବାକୁ ଚାହୁଁଥିଲେ ଅଭିଯୁକ୍ତ। ତାଙ୍କୁ ବନ୍ଧୁକ ଯୋଗାଇଥିବା ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି। ଫସାଇବାକୁ […] The post ନିଜକୁ ନିଜେ ଗୁଳି କରି ଫସିଲେ ଜେଲ୍‌ ଫେରନ୍ତା appeared first on Dharitri Odia News.

ନିଜକୁ ନିଜେ ଗୁଳି କରି ଫସିଲେ ଜେଲ୍‌ ଫେରନ୍ତା

ଭୁବନେଶ୍ୱର,୨୦ା୪: ଭୁବନେଶ୍ବର ବାଲିପାଟଣା ଗୁଳିକାଣ୍ଡ ଘଟଣାରେ ନୂଆ ଟ୍ବିଷ୍ଟ। ଜେଲ୍‌ ଫେରନ୍ତା ନିଜକୁ ନିଜେ ଗୁଳି କରି ଶେଷରେ ଫସି ଯାଇଛନ୍ତି।

ସୂଚନାଯୋଗ୍ୟ, ୨୦୨୪ରେ ଏକ ବଳାତ୍କାର ମାମଲାରେ ଜେଲ୍‌ ଯାଇ ଫେରିଥିଲେ ଅଭିଯୁକ୍ତ। ତେବେ ବଳାତ୍କାର ପୀଡ଼ିତାଙ୍କ ପରିବାରକୁ ଫସାଇବା ଉଦ୍ୟମ କରି ନିଜେ ରଚିଥିବା ଚକ୍ରବ୍ୟୁହରେ ନିଜେ ଫସିଗଲେ ଅଭିଯୁକ୍ତ। ନିଜକୁ ନିଜେ ଗୁଳି କରି ଅନ୍ୟମାନଙ୍କୁ ଫସାଇବାକୁ ଚାହୁଁଥିଲେ ଅଭିଯୁକ୍ତ। ତାଙ୍କୁ ବନ୍ଧୁକ ଯୋଗାଇଥିବା ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି। ଫସାଇବାକୁ ଯାଇ ନିଜେ ଫସିଥିବା ଯୁବକ ଜଣକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି।

The post ନିଜକୁ ନିଜେ ଗୁଳି କରି ଫସିଲେ ଜେଲ୍‌ ଫେରନ୍ତା appeared first on Dharitri Odia News.