ନିମାପଡ଼ାରେ ଭାଇନାଙ୍କ ଖେଳ ଆରମ୍ଭ !
ନିମାପଡ଼ା ବିଧାୟିକା ଏବେ ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ଓ ସମୀର ଦାଶ ବିଜେପି ମୁଖପାତ୍ର । ଆଉ ଏପଟେ ସମୀରଙ୍କ ଆସିବା ପରେ ଭୁଶୁଡିବାରେ ଲାଗିଛି ବିଜେଡି ଶିବିର । ଦେଖନ୍ତୁ ପୂରା ରିପୋର୍ଟ ।
ନିମାପଡ଼ା ବିଧାୟିକା ଏବେ ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ଓ ସମୀର ଦାଶ ବିଜେପି ମୁଖପାତ୍ର । ଆଉ ଏପଟେ ସମୀରଙ୍କ ଆସିବା ପରେ ଭୁଶୁଡିବାରେ ଲାଗିଛି ବିଜେଡି ଶିବିର । ଏବେ ପୌରଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ନେଇ ଲୋକେ କହୁଛନ୍ତି, ଭାଇନା ଆରମ୍ଭ କରିଦେଲେ ପୁଣି ଖେଳ...