ନିର୍ବାଚନ କମିଶନଙ୍କୁ ଭେଟିଲେ ଆପ୍ ପ୍ରତିନିଧି

ଦିଲ୍ଲୀ : ଦିଲ୍ଲୀରେ ଭୋଟର ତାଲିକାରୁ ଭୋଟରଙ୍କୁ ବାଦ୍ ଦେବା ପ୍ରସଙ୍ଗ। ନିର୍ବାଚନ କମିଶନଙ୍କୁ ଭେଟିଲେ ଆପ୍ ପ୍ରତିନିଧି। ଦିଲ୍ଲୀ... The post ନିର୍ବାଚନ କମିଶନଙ୍କୁ ଭେଟିଲେ ଆପ୍ ପ୍ରତିନିଧି appeared first on .

ନିର୍ବାଚନ କମିଶନଙ୍କୁ ଭେଟିଲେ ଆପ୍ ପ୍ରତିନିଧି

ଦିଲ୍ଲୀ : ଦିଲ୍ଲୀରେ ଭୋଟର ତାଲିକାରୁ ଭୋଟରଙ୍କୁ ବାଦ୍ ଦେବା ପ୍ରସଙ୍ଗ। ନିର୍ବାଚନ କମିଶନଙ୍କୁ ଭେଟିଲେ ଆପ୍ ପ୍ରତିନିଧି। ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ଆପ୍ ଆଣିଥିଲା ଗୁରୁତର ଅଭିଯୋଗ। ଏନେଇ କମିଶନଙ୍କ ନିକଟରେ ୩ ହଜାର ପୃଷ୍ଠାର ପ୍ରମାଣ ଦାଖଲ କରିଛି ଅପ୍। ଭୋଟର ତାଲିକାରୁ ଏସସି ଓ ଦଳିତଙ୍କୁ ବାଦ୍ ଦିଆଯାଉଛି ବୋଲି ଅଭିଯୋଗ ହୋଇଛି। ପୂର୍ବରୁ ବିଜେପି ବିରୋଧରେ ପୂର୍ବତନ ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜରିୱାଲ କରିଥିଲେ ଗୁରୁତର ଅଭିଯୋଗ। ସେ କହିଥିଲେ- ଭୋଟର ତାଲିକାରୁ ଲୋକଙ୍କୁ ଦେବା ନେଇ ତାଙ୍କ ନିକଟରେ ପ୍ରମାଣ ରହିଛି। ସାହାଦରା ନିର୍ବାଚନ ମଣ୍ଡଳୀରୁ ୧୧ ହଜାର ଭୋଟରଙ୍କୁ ବାଦ୍ ଦେବା ଲାଗି ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ବିଜେପି ଅନୁରୋଧ କରିଥିଲା। ସେପଟେ ଆପରେ ସାମିଲ ହୋଇଛନ୍ତି ଦୁଇ ସ୍ବାଧୀନ କାଉନସିଲର ତରୁଣ ଯାଦବ ଓ ମୀନା ଯାଦବ।

The post ନିର୍ବାଚନ କମିଶନଙ୍କୁ ଭେଟିଲେ ଆପ୍ ପ୍ରତିନିଧି appeared first on .