ନିର୍ବାଚନ କମିସନଙ୍କ କଡ଼ା ଆଭିମୁଖ୍ୟ: ବଦଳିବେ ୮ ଅଧିକାରୀ, ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ
କନକ ବ୍ୟୁରୋ: ନିର୍ବାଚନ କମିସନଙ୍କ କଡ଼ା ଆଭିମୁଖ୍ୟ । କଟକ ଓ ଜଗତସିଂହପୁର ଜିଲ୍ଲାପାଳ, ୨ଏସ୍ପିଙ୍କ ସହ କେନ୍ଦ୍ରାଂଚଳ ଆଇଜିଙ୍କ ବଦଳି ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିସନ । ଏହି ଅଧିକାରୀଙ୍କୁ ନିର୍ବାଚନ ସହ ଜଡ଼ିତ ନଥିବା ସ୍ଥାନକୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅଧିକାରୀଙ୍କୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିସନ । ନିର୍ବାଚନ କମିସନଙ୍କ କଡ଼ା ଆଭିମୁଖ୍ୟ । କଟ ଓ ଜଗତସିଂହପୁର ଜିଲ୍ଲାପାଳ, […] The post ନିର୍ବାଚନ କମିସନଙ୍କ କଡ଼ା ଆଭିମୁଖ୍ୟ: ବଦଳିବେ ୮ ଅଧିକାରୀ, ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ first appeared on Kanak News.

କନକ ବ୍ୟୁରୋ: ନିର୍ବାଚନ କମିସନଙ୍କ କଡ଼ା ଆଭିମୁଖ୍ୟ । କଟକ ଓ ଜଗତସିଂହପୁର ଜିଲ୍ଲାପାଳ, ୨ଏସ୍ପିଙ୍କ ସହ କେନ୍ଦ୍ରାଂଚଳ ଆଇଜିଙ୍କ ବଦଳି ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିସନ । ଏହି ଅଧିକାରୀଙ୍କୁ ନିର୍ବାଚନ ସହ ଜଡ଼ିତ ନଥିବା ସ୍ଥାନକୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅଧିକାରୀଙ୍କୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିସନ ।
ନିର୍ବାଚନ କମିସନଙ୍କ କଡ଼ା ଆଭିମୁଖ୍ୟ । କଟ ଓ ଜଗତସିଂହପୁର ଜିଲ୍ଲାପାଳ, ୨ଏସପିଙ୍କ ସହ କେନ୍ଦ୍ରାଂଚଳ ଆଇଜିଙ୍କ ବଦଳି ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିସନ । ଏହି ଅଧିକାରୀଙ୍କୁ ନିର୍ବାଚନ ସହ ଜଡ଼ିତ ନଥିବା ସ୍ଥାନକୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅଧିକାରୀଙ୍କୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିସନ ।
୨ ଜିଲ୍ଲାପାଳ, ୫ ଏସ୍ପିଙ୍କ ସମେତ କେନ୍ଦ୍ରାଂଚଳ ଆଇଜିଙ୍କୁ ନିର୍ବାଚନ କାମରୁ ଦୂରେଇ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିସନ । କମିସନଙ୍କ ପକ୍ଷରୁ ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶନାମା ଆସିଛି । ଏହି ଅଧିକାରୀ ମାନେ ହେଲେ :-
ବିନୀତ ଭରଦ୍ୱାଜ, କଟକ ଜିଲ୍ଲାପାଳ
ପାରୁଲ ପଟୱାରୀ, ଜଗତସିଂହପୁର ଜିଲ୍ଲାପାଳ
ସୁଧାଂଶୁ ଶେଖର ମିଶ୍ର, ଅନୁଗୁଳ ଏସପି
ସର୍ବଣା ବିବେକ ଏମ୍, ବ୍ରହ୍ମପୁର ଏସପି
ବି. ଯୁଗଳ କିଶୋର, ଖୋର୍ଦ୍ଧା ଏସପି
ମିତ୍ରଭାନୁ ମହାପାତ୍ର, ରାଉରକେଲା ଏସପି
କନୱର ବିଶାଲ ସିଂହ, କଟକ ଏସପି
ଆଶିଷ କୁମାର ସିଂହ, କେନ୍ଦ୍ରାଂଚଳ ଆଇଜି
ନିର୍ବାଚନ କମିସନ ଏହି ୮ଜଣ ଅଧିକାରୀଙ୍କୁ ନିର୍ବାଚନ ସହ ଜଡ଼ିତ ନଥିବା ସ୍ଥାନକୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅଧିକାରୀଙ୍କୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିସନ । ନିର୍ବାଚନରେ ଏହି ଅଧିକାରୀଙ୍କ କୌଣସି ପ୍ରକାର ଭୂମିକା ରହିବ ନାହିଁ, ତାହା ସ୍ପଷ୍ଟ କରିଛନ୍ତି ନିର୍ବାଚନ କମିସନ । ଏହି ନିର୍ଦ୍ଦେଶରୁ ସ୍ପଷ୍ଟ ହେଉଛି ଯେ ଓଡ଼ିଶାରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ନିର୍ବାଚନ କମିସନ ।
The post ନିର୍ବାଚନ କମିସନଙ୍କ କଡ଼ା ଆଭିମୁଖ୍ୟ: ବଦଳିବେ ୮ ଅଧିକାରୀ, ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ first appeared on Kanak News.