ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ

ଛତ୍ରପୁର ୨୧।୫: ପୋଲିଂ ଗାଡି ଦୁର୍ଘଟଣାଗ୍ରସ୍ତ । ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ଦୁର୍ଘଟଣା ଘଟିଛି ।ସୂଚନାଯୋଗ୍ୟ ଯେ, ଛତ୍ରପୁର ଡିଆର୍‌ଡିଏ ଛକ ନିକଟରେ ଦୁର୍ଘଟଣା ଘଟିଛି । ନିର୍ବାଚନ ଡ୍ୟୁଟି ସାରି ପୋଲିସ କର୍ମଚାରୀଙ୍କୁ ଧରି ଛତ୍ରପୁର ଫେରୁଥିବା ବେଳେ ଗାଡି ଦୁର୍ଘଟଣା ଘଟିଛି । ଗାଡି ଚାଳକ ଭାରସାମ୍ୟ ହରାଇ ଡିଭାଇଡ଼ର ସହ ଗାଡି ଧକ୍କା ହୋଇଥିଲା । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ । ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ବସ୍‌ରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ପୋଲିସ କର୍ମଚାରୀଙ୍କୁ ଭଞ୍ଜନଗରରୁ ନେଇ ଛତ୍ରପୁର ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । You Can Read :କୁକୁର କାମୁଡିବା ପରେ ଯୁବକ ଦେଖାଉଛନ୍ତି କୁକୁର ଭଳି ଆଚରଣ !  

ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ

ଛତ୍ରପୁର ୨୧।୫: ପୋଲିଂ ଗାଡି ଦୁର୍ଘଟଣାଗ୍ରସ୍ତ । ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ଦୁର୍ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ଛତ୍ରପୁର ଡିଆର୍‌ଡିଏ ଛକ ନିକଟରେ ଦୁର୍ଘଟଣା ଘଟିଛି । ନିର୍ବାଚନ ଡ୍ୟୁଟି ସାରି ପୋଲିସ କର୍ମଚାରୀଙ୍କୁ ଧରି ଛତ୍ରପୁର ଫେରୁଥିବା ବେଳେ ଗାଡି ଦୁର୍ଘଟଣା ଘଟିଛି । ଗାଡି ଚାଳକ ଭାରସାମ୍ୟ ହରାଇ ଡିଭାଇଡ଼ର ସହ ଗାଡି ଧକ୍କା ହୋଇଥିଲା । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ । ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । 

ବସ୍‌ରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ପୋଲିସ କର୍ମଚାରୀଙ୍କୁ ଭଞ୍ଜନଗରରୁ ନେଇ ଛତ୍ରପୁର ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । 


You Can Read :

କୁକୁର କାମୁଡିବା ପରେ ଯୁବକ ଦେଖାଉଛନ୍ତି କୁକୁର ଭଳି ଆଚରଣ !