ନିର୍ବାଚନ ପୂର୍ବରୁ ଅପରାଜିତାଙ୍କୁ ଗ୍ରାସିଲା ଭୟ: ଲେଖିଲେ ଚିଠି
ଭୁବନେଶ୍ୱର,୨୪।୫:ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି। ଶନିବାର ଅନେକ ହେଭିଓ୍ବେଟ୍ଙ୍କ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଏଥିରେ ସାମିଲ ଅଛନ୍ତି ଭୁବନେଶ୍ୱର ଏମ୍ପି ଅପରାଜିତା ଷଡଙ୍ଗୀ। ତାଙ୍କୁ ଟକ୍କର ଦେଉଛନ୍ତି ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ। ଉଭୟଙ୍କ ମଧ୍ୟ କଡ଼ା ମୁକାବିତା ଦେଖିବାକୁ ମିଳିବ। ଏହାପୂର୍ବରୁ ଶାନ୍ତିପୂର୍ଣ୍ଣ ନିର୍ବାଚନକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ଅପରାଜିତା। ଅନେକ ବୁଥ୍ରେ ରିଗିଂ ଆଶଙ୍କା କରି ଖୋର୍ଦ୍ଧା ଜିଲାପାଳଙ୍କୁ ଅପରାଜିତା ଷଡ଼ଙ୍ଗୀ ଏକ ଚିଠି […] The post ନିର୍ବାଚନ ପୂର୍ବରୁ ଅପରାଜିତାଙ୍କୁ ଗ୍ରାସିଲା ଭୟ: ଲେଖିଲେ ଚିଠି appeared first on Dharitri Odia News.
ଭୁବନେଶ୍ୱର,୨୪।୫:ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି। ଶନିବାର ଅନେକ ହେଭିଓ୍ବେଟ୍ଙ୍କ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଏଥିରେ ସାମିଲ ଅଛନ୍ତି ଭୁବନେଶ୍ୱର ଏମ୍ପି ଅପରାଜିତା ଷଡଙ୍ଗୀ। ତାଙ୍କୁ ଟକ୍କର ଦେଉଛନ୍ତି ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ। ଉଭୟଙ୍କ ମଧ୍ୟ କଡ଼ା ମୁକାବିତା ଦେଖିବାକୁ ମିଳିବ। ଏହାପୂର୍ବରୁ ଶାନ୍ତିପୂର୍ଣ୍ଣ ନିର୍ବାଚନକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ଅପରାଜିତା।
ଅନେକ ବୁଥ୍ରେ ରିଗିଂ ଆଶଙ୍କା କରି ଖୋର୍ଦ୍ଧା ଜିଲାପାଳଙ୍କୁ ଅପରାଜିତା ଷଡ଼ଙ୍ଗୀ ଏକ ଚିଠି ଚିଠି ଲେଖିଛନ୍ତି। ସହିଦନଗର ବାୟାବାବା ମଠ ଏରିଆ, ୟୁନିଟ-୮ ମାଳିସାହି ଏବଂ ଖୋର୍ଦ୍ଧା ପୌରାଞ୍ଚଳରେ ମଧ୍ୟ ରିଗିଂ ଆଶଙ୍କା ରହିଛି। ଏସବୁ ଅଞ୍ଚଳରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ ମୁତୟନ ସେ ଦାବି କରିଛନ୍ତି। ୨ ଅବସରପ୍ରାପ୍ତ ପୋଲିସ ଅଫିସରଙ୍କ ଭୂମିକାକୁ ସନ୍ଦେହ କରି ସେ ଏହି ଚିଠି ଲେଖିଛନ୍ତି।
The post ନିର୍ବାଚନ ପୂର୍ବରୁ ଅପରାଜିତାଙ୍କୁ ଗ୍ରାସିଲା ଭୟ: ଲେଖିଲେ ଚିଠି appeared first on Dharitri Odia News.