ନିର୍ବାଚନ ପୂର୍ବରୁ ଆକ୍ଟିଭ୍ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଫୋନରେ କଲେ ସମୀକ୍ଷା
ଭୁବନେଶ୍ୱର ୦୫/୦୪: ରାଜ୍ୟରେ ବିଭିନ୍ନ ବିକାଶମୂଳକ କାମର ଅପଡେଟ୍ ନେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାଧାରଣ ଲୋକଙ୍କୁ ଫୋନ୍ କରି ବିଭିନ୍ନ ଉନ୍ନୟନମୂଳକ କାମର ତଦାରଖ କରୁଛନ୍ତି । ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ଅଞ୍ଚଳର ଲୋକଙ୍କୁ ଫୋନ୍ କରି କାମର ଅପଡେଟ ନେଇ ପଚାରି ବୁଝୁଛନ୍ତି । ସ୍କୁଲ ରୂପାନ୍ତିକରଣ, ମନ୍ଦିର ଏବଂ ଅନ୍ୟାନ୍ୟ ନିର୍ମାଣ କାମ କେମିତି ଚାଲିଛି ଏବଂ ସରିଲାଣି କି ନାହିଁ, ସେମାନେ ଖୁସି ଅଛନ୍ତି କି ନାହିଁ ସବୁ ପଚାରି ବୁଛିଛନ୍ତି ନବୀନ । ଲୋକମାନେ ବି ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ବେଶ ଖୁସି ପ୍ରକଟ କରିଛନ୍ତି । ଏହି ଭିଡିଓକୁ ସେସିଆଲ ମିଡିଆ ଇନଷ୍ଟାଗ୍ରାମରେ ଅପଲୋଡ କରିଛନ୍ତି ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ।
ଭୁବନେଶ୍ୱର ୦୫/୦୪: ରାଜ୍ୟରେ ବିଭିନ୍ନ ବିକାଶମୂଳକ କାମର ଅପଡେଟ୍ ନେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାଧାରଣ ଲୋକଙ୍କୁ ଫୋନ୍ କରି ବିଭିନ୍ନ ଉନ୍ନୟନମୂଳକ କାମର ତଦାରଖ କରୁଛନ୍ତି । ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ଅଞ୍ଚଳର ଲୋକଙ୍କୁ ଫୋନ୍ କରି କାମର ଅପଡେଟ ନେଇ ପଚାରି ବୁଝୁଛନ୍ତି ।
ସ୍କୁଲ ରୂପାନ୍ତିକରଣ, ମନ୍ଦିର ଏବଂ ଅନ୍ୟାନ୍ୟ ନିର୍ମାଣ କାମ କେମିତି ଚାଲିଛି ଏବଂ ସରିଲାଣି କି ନାହିଁ, ସେମାନେ ଖୁସି ଅଛନ୍ତି କି ନାହିଁ ସବୁ ପଚାରି ବୁଛିଛନ୍ତି ନବୀନ । ଲୋକମାନେ ବି ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ବେଶ ଖୁସି ପ୍ରକଟ କରିଛନ୍ତି । ଏହି ଭିଡିଓକୁ ସେସିଆଲ ମିଡିଆ ଇନଷ୍ଟାଗ୍ରାମରେ ଅପଲୋଡ କରିଛନ୍ତି ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ।