ନିର୍ବାଚନୀ ବଣ୍ଡର ନମ୍ବର ସମେତ ତଥ୍ୟ ଜାରି କଲେ ନିର୍ବାଚନ ଆୟୋଗ
ଡେସ୍କ: ନିର୍ବାଚନ ଆୟୋଗ ଆଜି ନିର୍ବାଚନୀ ବଣ୍ଡର ନମ୍ବର ସମେତ ତଥ୍ୟ ଜାରି କରିଛନ୍ତି। ଏହି ନମ୍ବରଗୁଡ଼ିକ ବଣ୍ଡର କ୍ରେତାମାନଙ୍କୁ ଟଙ୍କା ଗ୍ରହଣ କରୁଥିବା ରାଜନୈତିକ ଦଳମାନଙ୍କ ସହିତ ମେଳ କରିବାରେ ସାହାଯ୍ୟ କରିପାରିବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସେମାନଙ୍କ ସମ୍ପର୍କରେ ବିବରଣୀ ଦାଖଲ କରିଥିଲା। ଏହାପରେ ନିର୍ବାଚନ କମିଶନ ନିଜ ୱେବସାଇଟରେ ଦାତା ଓ ଗ୍ରହଣକାରୀଙ୍କ ପୃଥକ ତାଲିକା ପ୍ରକାଶ କରିଛନ୍ତି। https://www.eci.gov.in/disclosure-of-electoral-bonds

ଡେସ୍କ: ନିର୍ବାଚନ ଆୟୋଗ ଆଜି ନିର୍ବାଚନୀ ବଣ୍ଡର ନମ୍ବର ସମେତ ତଥ୍ୟ ଜାରି କରିଛନ୍ତି। ଏହି ନମ୍ବରଗୁଡ଼ିକ ବଣ୍ଡର କ୍ରେତାମାନଙ୍କୁ ଟଙ୍କା ଗ୍ରହଣ କରୁଥିବା ରାଜନୈତିକ ଦଳମାନଙ୍କ ସହିତ ମେଳ କରିବାରେ ସାହାଯ୍ୟ କରିପାରିବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସେମାନଙ୍କ ସମ୍ପର୍କରେ ବିବରଣୀ ଦାଖଲ କରିଥିଲା। ଏହାପରେ ନିର୍ବାଚନ କମିଶନ ନିଜ ୱେବସାଇଟରେ ଦାତା ଓ ଗ୍ରହଣକାରୀଙ୍କ ପୃଥକ ତାଲିକା ପ୍ରକାଶ କରିଛନ୍ତି।