ନିଶା କାରବାର ନିୟନ୍ତ୍ରଣ ନେଇ SIT ବୈଠକରେ ଆଲୋଚନା, ନିର୍ବାଚନ ବେଳେ ନିଶା ଓ ଉପହାର ଦେବା ଉପରେ ନଜର ରହିବ

କଟକ ୧୧।୩: କଳାଧନ ସମ୍ପର୍କିତ ଏସ୍‌ଆଇଟି ବୈଠକ ଶେଷ ହୋଇଛି । ନିଶା କାରବାର ନିୟନ୍ତ୍ରଣ ଉପରେ ବିଶେଷ ଆଲୋଚନା କରାଯାଇଛି । ଏହି ବୈଠକ ପରେ ଜଷ୍ଟିସ ଅରିଜିତ ପଶାୟତ କହିଛନ୍ତି, ନିଶା କାରବାର ନିୟନ୍ତ୍ରଣ ବଡ ଆହ୍ବାନ । ନିର୍ବାଚନ ବେଳେ ନିଶା ଓ ଉପହାର ଦେବା ଉପରେ ନଜର ରହିବ ।ଗିଫ୍ଟ କୁପନ୍ ଜରିଆରେ ଭୋଟରଙ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଛି । ଅଧିକାରୀ ମାନଙ୍କୁ ଏସବୁ ଉପରେ ନଜର ରଖିବା ପାଇଁ ପରାମର୍ଶ ଦିଆଯାଇଛି । କିଛି କ୍ଷେତ୍ରରେ ଆଇନର ପରିବର୍ତ୍ତନ ଆବଶ୍ୟକ ପଡୁଛି । ଭିଜିଲାନ୍ସ କରିଥିବା ମାମଲାର ବିବରଣୀ ଇଡିକୁ ଦେବାକୁ ପରାମର୍ଶ ଦିଆଯାଇଛି । 

ନିଶା କାରବାର ନିୟନ୍ତ୍ରଣ ନେଇ SIT ବୈଠକରେ ଆଲୋଚନା, ନିର୍ବାଚନ ବେଳେ ନିଶା ଓ ଉପହାର ଦେବା ଉପରେ ନଜର ରହିବ

କଟକ ୧୧।୩: କଳାଧନ ସମ୍ପର୍କିତ ଏସ୍‌ଆଇଟି ବୈଠକ ଶେଷ ହୋଇଛି । ନିଶା କାରବାର ନିୟନ୍ତ୍ରଣ ଉପରେ ବିଶେଷ ଆଲୋଚନା କରାଯାଇଛି । ଏହି ବୈଠକ ପରେ ଜଷ୍ଟିସ ଅରିଜିତ ପଶାୟତ କହିଛନ୍ତି, ନିଶା କାରବାର ନିୟନ୍ତ୍ରଣ ବଡ ଆହ୍ବାନ । ନିର୍ବାଚନ ବେଳେ ନିଶା ଓ ଉପହାର ଦେବା ଉପରେ ନଜର ରହିବ ।

ଗିଫ୍ଟ କୁପନ୍ ଜରିଆରେ ଭୋଟରଙ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଛି । ଅଧିକାରୀ ମାନଙ୍କୁ ଏସବୁ ଉପରେ ନଜର ରଖିବା ପାଇଁ ପରାମର୍ଶ ଦିଆଯାଇଛି । 

କିଛି କ୍ଷେତ୍ରରେ ଆଇନର ପରିବର୍ତ୍ତନ ଆବଶ୍ୟକ ପଡୁଛି । ଭିଜିଲାନ୍ସ କରିଥିବା ମାମଲାର ବିବରଣୀ ଇଡିକୁ ଦେବାକୁ ପରାମର୍ଶ ଦିଆଯାଇଛି ।