ନୀତି ଆୟୋଗ କମିଟି ସଦସ୍ୟ ମନୋନୀତ ହେଲେ ଜୁଏଲ ଓରାମ
ଭୁବନେଶ୍ୱର,୧୭।୭: କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ନୀତି ଆୟୋଗ କମିଟି ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଜୁଏଲ ସ୍ବତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବେ ମନୋନିତ ହୋଇଥିବା ସୂଚନା ମିଳିଛି। ତାଙ୍କ ସହ ନୀତିନ ଗଡ଼କରୀ, ଜେପି ନଡ୍ଡା, ଏଚ୍ଡି କୁମାରସ୍ବାମୀ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। The post ନୀତି ଆୟୋଗ କମିଟି ସଦସ୍ୟ ମନୋନୀତ ହେଲେ ଜୁଏଲ ଓରାମ appeared first on Dharitri Odia News.
ଭୁବନେଶ୍ୱର,୧୭।୭: କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ନୀତି ଆୟୋଗ କମିଟି ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଜୁଏଲ ସ୍ବତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବେ ମନୋନିତ ହୋଇଥିବା ସୂଚନା ମିଳିଛି। ତାଙ୍କ ସହ ନୀତିନ ଗଡ଼କରୀ, ଜେପି ନଡ୍ଡା, ଏଚ୍ଡି କୁମାରସ୍ବାମୀ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି।
The post ନୀତି ଆୟୋଗ କମିଟି ସଦସ୍ୟ ମନୋନୀତ ହେଲେ ଜୁଏଲ ଓରାମ appeared first on Dharitri Odia News.