ନୁଆଁଣିଆ ଚାଳ ଘରେ ବଢ଼ୁଛି ସୁନା ଝିଅ, ନିଶ୍ଚୟ ଦିନେ ନାଁ ରଖିବ

ଏ ଭଙ୍ଗା ନୁଆଁଣିଆ ଚାଳ ଘରେ ଭବିଷ୍ୟତ ଗଢ଼ୁଛି ସୁନା ଝିଅ । ସୁନ୍ଦର ସୁନ୍ଦର ଚିତ୍ର ଆଙ୍କୁଛି । ୟୁଟ୍ୟୁବ୍‌ରୁ ରୋଜଗାର କରି ପରିବାର ଚଢ଼ଳାଇବା ସହ ନିଜେ ପାଠ ପଢ଼ୁଛି ।

ନୁଆଁଣିଆ ଚାଳ ଘରେ ବଢ଼ୁଛି ସୁନା ଝିଅ, ନିଶ୍ଚୟ ଦିନେ ନାଁ ରଖିବ
Array