ତାଣ୍ଡବ ରଚିଲା କାଳବୈଶାଖୀ, ଗଛ ପଡ଼ି କାର୍‌ ଭିତରେ ଚାପି ହୋଇଗଲେ ଶିଶୁ

କଟକ (କେନ୍ୟୁଜ୍‌): କଟକ ଜିଲ୍ଲା ବାଙ୍କୀରେ କାଳବୈଶାଖୀ ତାଣ୍ଡବ । ଗଛ ପଡ଼ି କାର ଭିତରେ ଚାପି ହୋଇଗଲେ ଶିଶୁ । ଦଶାହ କାର୍ଯ୍ୟକୁ ଆସିଥିବା ବେଳେ କାଳବୈଶାଖୀ ରୁ ରକ୍ଷା ପାଇବା ପାଇଁ ଶିଶୁମାନଙ୍କୁ କାର ଭିତରେ ଛାଡ଼ିଦେଇଥିଲେ ହେଲେ ହଠାତ୍‌ କାଳ ରୂପି ଗଛ ପଡ଼ିଥିଲା କାର୍‌ ଉପରେ। ଘଟଣା ଘଟିଛି ବାରଙ୍ଗ ଥାନା ଗୋଡିସାହି ପୁରୀ କେନାଲ ନିକଟରେ । କାର ଭିତରେ ଥିବା ୫ଜଣଙ୍କ ମଧ୍ୟରୁ ଜଣେ ଆହତ ହୋଇଛନ୍ତି । […] The post ତାଣ୍ଡବ ରଚିଲା କାଳବୈଶାଖୀ, ଗଛ ପଡ଼ି କାର୍‌ ଭିତରେ ଚାପି ହୋଇଗଲେ ଶିଶୁ appeared first on KNews Odisha.

ତାଣ୍ଡବ ରଚିଲା କାଳବୈଶାଖୀ, ଗଛ ପଡ଼ି କାର୍‌ ଭିତରେ ଚାପି ହୋଇଗଲେ ଶିଶୁ

କଟକ (କେନ୍ୟୁଜ୍‌): କଟକ ଜିଲ୍ଲା ବାଙ୍କୀରେ କାଳବୈଶାଖୀ ତାଣ୍ଡବ । ଗଛ ପଡ଼ି କାର ଭିତରେ ଚାପି ହୋଇଗଲେ ଶିଶୁ । ଦଶାହ କାର୍ଯ୍ୟକୁ ଆସିଥିବା ବେଳେ କାଳବୈଶାଖୀ ରୁ ରକ୍ଷା ପାଇବା ପାଇଁ ଶିଶୁମାନଙ୍କୁ କାର ଭିତରେ ଛାଡ଼ିଦେଇଥିଲେ ହେଲେ ହଠାତ୍‌ କାଳ ରୂପି ଗଛ ପଡ଼ିଥିଲା କାର୍‌ ଉପରେ। ଘଟଣା ଘଟିଛି ବାରଙ୍ଗ ଥାନା ଗୋଡିସାହି ପୁରୀ କେନାଲ ନିକଟରେ । କାର ଭିତରେ ଥିବା ୫ଜଣଙ୍କ ମଧ୍ୟରୁ ଜଣେ ଆହତ ହୋଇଛନ୍ତି । ଆହାତଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିବା ସୂଚନା।

The post ତାଣ୍ଡବ ରଚିଲା କାଳବୈଶାଖୀ, ଗଛ ପଡ଼ି କାର୍‌ ଭିତରେ ଚାପି ହୋଇଗଲେ ଶିଶୁ appeared first on KNews Odisha.