ନୁତନ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ IAS ସୁଶ୍ରୀ ଆକ୍କାଭରମ ଶାଶ୍ୟା ରେଡ୍ଡୀ

ଜୟପୁର : ଜୟପୁର ନୁତନ ଉପଜିଲ୍ଲାପାଳ ଭାବେ ଯୋଗଦେଇ ଦାୟିତ୍ୱ ଗ୍ରହଣ କଲେ IAS ସୁଶ୍ରୀ ଆକ୍କାଭରମ ଶାଶ୍ୟା ରେଡ୍ଡୀ ।  ପୂର୍ବତନ ଉପଜିଲ୍ଳାପାଳଙ୍କ ପାଖରୁ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଉପଖଣ୍ଡରେ ତୃତୀୟ IAS ମହିଳା ଅଧିକାରୀ ଭାବେ ଯୋଗ ଦେଇଛନ୍ତି । ସମସ୍ତ ସରକାରୀ ସୁବିଧା ଗ୍ରାଉଣ୍ଡ ଜିରୋରେ ଲୋକଙ୍କ ପାଖରେ ପହଞ୍ଚେଇବା ପ୍ରଥମ ପ୍ରାଥମିକତା ହେବ ଓ ଲୋକଙ୍କ ପାଈଁ ପ୍ରଶାସନ ଦ୍ୱାର ୨୪ ଘଣ୍ଟା ଖୋଲା ଆଉ ଆମେ ପ୍ରସ୍ତୁତ ବୋଲି […] The post ନୁତନ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ IAS ସୁଶ୍ରୀ ଆକ୍କାଭରମ ଶାଶ୍ୟା ରେଡ୍ଡୀ appeared first on KNews Odisha.

ନୁତନ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ IAS ସୁଶ୍ରୀ ଆକ୍କାଭରମ ଶାଶ୍ୟା ରେଡ୍ଡୀ
jeypore collector

ଜୟପୁର : ଜୟପୁର ନୁତନ ଉପଜିଲ୍ଲାପାଳ ଭାବେ ଯୋଗଦେଇ ଦାୟିତ୍ୱ ଗ୍ରହଣ କଲେ IAS ସୁଶ୍ରୀ ଆକ୍କାଭରମ ଶାଶ୍ୟା ରେଡ୍ଡୀ ।  ପୂର୍ବତନ ଉପଜିଲ୍ଳାପାଳଙ୍କ ପାଖରୁ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଉପଖଣ୍ଡରେ ତୃତୀୟ IAS ମହିଳା ଅଧିକାରୀ ଭାବେ ଯୋଗ ଦେଇଛନ୍ତି । ସମସ୍ତ ସରକାରୀ ସୁବିଧା ଗ୍ରାଉଣ୍ଡ ଜିରୋରେ ଲୋକଙ୍କ ପାଖରେ ପହଞ୍ଚେଇବା ପ୍ରଥମ ପ୍ରାଥମିକତା ହେବ ଓ ଲୋକଙ୍କ ପାଈଁ ପ୍ରଶାସନ ଦ୍ୱାର ୨୪ ଘଣ୍ଟା ଖୋଲା ଆଉ ଆମେ ପ୍ରସ୍ତୁତ ବୋଲି କହିଛନ୍ତି ଉପ-ଜିଲ୍ଲାପାଳ ।

The post ନୁତନ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ IAS ସୁଶ୍ରୀ ଆକ୍କାଭରମ ଶାଶ୍ୟା ରେଡ୍ଡୀ appeared first on KNews Odisha.