ନୂଆ ଇଣ୍ଡିଆ ଜର୍ସି ଉନ୍ମୋଚନ କଲେ ରୋହିତ ଶର୍ମା ଓ ଜୟ ଶାହ
ମୁମ୍ବାଇ: ଆସନ୍ତା ଟି-୨୦ ବିଶ୍ୱକପ୍ ୨୦୨୪ ପାଇଁ କ୍ୟାପ୍ଟେନ୍ ରୋହିତ ଶର୍ମା ଓ ବିସିସିଆଇ ସେକ୍ରେଟାରୀ ଜୟ ଶାହ ଟିମ୍ ଇଣ୍ଡିଆର ନୂଆ ଜର୍ସି ସହ ସମସ୍ତ କିଟ୍ ଉନ୍ମୋନଚନ କରିଛନ୍ତି। ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ଟିମ୍ ଇଣ୍ଡିଆ କ୍ରିକେଟ୍ ପାଇଁ କିଟଗୁଡ଼ିକ ଉନ୍ମୋଚନ ହୋଇଥିଲା। ଏଥିରେ ଟ୍ରେନିଂ କିଟ୍, କୋଚିଂ ଷ୍ଟାଫ୍ କିଟ୍ ଓ ମୁଖ୍ୟ କିଟ୍ ରହିଛି। ଏହା ପୂର୍ବରୁ ଇଣ୍ଡିଆ ଜର୍ସି ନିର୍ମାତା ଆଡିଡାସ ସୋସିଆଲ୍ ମିଡିଆରରେ ଭିଡିଓ ପୋଷ୍ଟ କରି ନୂଆ ଜର୍ସିର ବିଷୟରେ ସୂଚନା ଦେଇଥିଲା। ଭିଡିଓରେ ରୋହିତ ଶର୍ମା, କୁଲଦୀପ ଯାଦବ ଓ ରବିନ୍ଦ୍ର ଜାଡ଼େଜା ନୂଆ ଜର୍ସି ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଆଜି ଅଫିସିଆଲି ଏହାର ଉନ୍ମୋଚନ ହୋଇଛି। ନୂଆ ଜର୍ସିରେ ଦୁଇ ହାତର ରଙ୍ଗ କମଳା ରଙ୍ଗର ହୋଇଥିବା ବେଳେ ଡ୍ରେସ୍ର ଧଳା ଷ୍ଟ୍ରିପ୍ ପଡ଼ିଛି। It is time to welcome our team in new colors.Presenting the new T20I #TeamIndia Jersey with our Honorary Secretary @JayShah, Captain @ImRo45 and official Kit Partner @adidas. pic.twitter.com/LKw4sFtZeR— BCCI (@BCCI) May 13, 2024vଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଟିମ୍ରୋହିତ ଶର୍ମା (କ୍ୟାପ୍ଟେନ), ଯଶସ୍ୱୀ ଜୟସ୍ୱାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ। ଋଷଭ ପନ୍ତ (ୱିକେଟ କିପର), ସଞ୍ଜୁ ସାମସନ୍
ମୁମ୍ବାଇ: ଆସନ୍ତା ଟି-୨୦ ବିଶ୍ୱକପ୍ ୨୦୨୪ ପାଇଁ କ୍ୟାପ୍ଟେନ୍ ରୋହିତ ଶର୍ମା ଓ ବିସିସିଆଇ ସେକ୍ରେଟାରୀ ଜୟ ଶାହ ଟିମ୍ ଇଣ୍ଡିଆର ନୂଆ ଜର୍ସି ସହ ସମସ୍ତ କିଟ୍ ଉନ୍ମୋନଚନ କରିଛନ୍ତି। ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ଟିମ୍ ଇଣ୍ଡିଆ କ୍ରିକେଟ୍ ପାଇଁ କିଟଗୁଡ଼ିକ ଉନ୍ମୋଚନ ହୋଇଥିଲା। ଏଥିରେ ଟ୍ରେନିଂ କିଟ୍, କୋଚିଂ ଷ୍ଟାଫ୍ କିଟ୍ ଓ ମୁଖ୍ୟ କିଟ୍ ରହିଛି।
ଏହା ପୂର୍ବରୁ ଇଣ୍ଡିଆ ଜର୍ସି ନିର୍ମାତା ଆଡିଡାସ ସୋସିଆଲ୍ ମିଡିଆରରେ ଭିଡିଓ ପୋଷ୍ଟ କରି ନୂଆ ଜର୍ସିର ବିଷୟରେ ସୂଚନା ଦେଇଥିଲା। ଭିଡିଓରେ ରୋହିତ ଶର୍ମା, କୁଲଦୀପ ଯାଦବ ଓ ରବିନ୍ଦ୍ର ଜାଡ଼େଜା ନୂଆ ଜର୍ସି ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଆଜି ଅଫିସିଆଲି ଏହାର ଉନ୍ମୋଚନ ହୋଇଛି। ନୂଆ ଜର୍ସିରେ ଦୁଇ ହାତର ରଙ୍ଗ କମଳା ରଙ୍ଗର ହୋଇଥିବା ବେଳେ ଡ୍ରେସ୍ର ଧଳା ଷ୍ଟ୍ରିପ୍ ପଡ଼ିଛି।
It is time to welcome our team in new colors.
Presenting the new T20I #TeamIndia Jersey with our Honorary Secretary @JayShah, Captain @ImRo45 and official Kit Partner @adidas. pic.twitter.com/LKw4sFtZeR— BCCI (@BCCI) May 13, 2024
vଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଟିମ୍
ରୋହିତ ଶର୍ମା (କ୍ୟାପ୍ଟେନ), ଯଶସ୍ୱୀ ଜୟସ୍ୱାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ। ଋଷଭ ପନ୍ତ (ୱିକେଟ କିପର), ସଞ୍ଜୁ ସାମସନ୍ (କିୱେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ଶିବମ୍ ଦୁବେ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ। ଅର୍ଶଦୀପ ସିଂ, ଜସପ୍ରୀତ ବୁମ୍ରା ଓ ମହମ୍ମଦ ସିରାଜ।