ନୂଆ ବର୍ଷ ପାଇଁ ବାସ୍ତୁ ନିୟମ, ଜାଣନ୍ତୁ କିଭଳି ରହିବ ଘରେ ସୁଖ ଶାନ୍ତିର ବାତାବରଣ

ନୂଆଦିଲ୍ଲୀ ୩୧।୧୨; ଦିନକ ପରେ ବିଦାୟ ନେବ ୨୦୨୪। ଆରମ୍ଭ ହେବ ନୂଆ ବର୍ଷ ୨୦୨୫। ଏହି ଦିନଟି ଅନେକଙ୍କ ପାଇଁ ଖୁସି ନେଇ ଆସିଥାଏ । ତେବେ ବର୍ଷ ସାରା ଘରେ କିଭଳି ସୁଖ ଶାନ୍ତିର ବାତାବରଣରେ ବରି ରହିବ ସେ ନେଇ ବାସ୍ତୁ ଶାସ୍ତ୍ରରେ କିଛି ଉପାୟ କୁହାଯାଇଛି।ବାସ୍ତୁଶାସ୍ତ୍ର ଅନୁଯାୟୀ ନୂଆବର୍ଷର ପ୍ରଥମ ଦିନରେ ଶ୍ରୀ ଗଣେଷଙ୍କ ପୂଜା ଅର୍ଚ୍ଚନା କରାଗଲେ ସୁଖ ଶାନ୍ତି ଲାଗି ରହେ। ଏହା ସହ ଗଣେଷ ମନ୍ଦିରରେ ମୋଦକ ବୋଗ ଲଗାଇବା ଦ୍ଵାର ଭଲ ହୁଏ ।  ଏହା ଦ୍ଵାରା ବିଭିନ୍ନ ସମସ୍ୟାରୁ ଦୂରେଇ ରହିବା ସହ ସବୁ  କ୍ଷେତ୍ରରେ ଶୁଭ ଫଳ ପ୍ରାପ୍ତି ହୋଇଥାଏ । -ନୂଆବର୍ଷର ପ୍ରଥମ ଦିନରେ ଘରେ ଶଙ୍ଖ ରଖିବା ଦ୍ଵାରା ସମୃଦ୍ଧ ଆସିଥାଏ । ଏହା ଦ୍ଵାର ମାଆ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି। ଘରେ ସୁଖ ଶାନ୍ତି  ବୃଦ୍ଧି ପାଏ । -ବୈବାହିକ ଜୀବନକୁ ସୁଖମୟ କରିବା ପାଇଁ ନୂଆବର୍ଷରେ ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ। ଏହି ପୂଜା ସମୟରେ ପଦ୍ମ ଫୁଲ ଅର୍ପଣ କରନ୍ତୁ ।-ବର୍ଷ ଆରମ୍ଭରେ ଘରେ ତୁଳସୀ ଗଛ ଲଗାନ୍ତୁ। ସନ୍ଧ୍ୟାରେ ତୁଳସୀ ଗଛ ମୂଳରେ ମାଟିରେ ଏକ ଟଙ୍କିଆ ମୁଦ୍ରା ରଖନ୍ତୁ । ଏହା ଦ୍ଵାରା ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୁଏ ।-ବର୍ଷ ଆରମ୍ଭରୁ ଘର ସଫାସୁତୁରା  ରଖନ୍ତୁ । ଏଭଲି କରିବା ଦ୍ଵାରା ନକରାତ୍ମକ ଶକ୍ତି ବାହାରକୁ ଚାଲିଯିବ ।

ନୂଆ ବର୍ଷ ପାଇଁ ବାସ୍ତୁ ନିୟମ, ଜାଣନ୍ତୁ କିଭଳି ରହିବ ଘରେ ସୁଖ ଶାନ୍ତିର ବାତାବରଣ

ନୂଆଦିଲ୍ଲୀ ୩୧।୧୨; ଦିନକ ପରେ ବିଦାୟ ନେବ ୨୦୨୪। ଆରମ୍ଭ ହେବ ନୂଆ ବର୍ଷ ୨୦୨୫। ଏହି ଦିନଟି ଅନେକଙ୍କ ପାଇଁ ଖୁସି ନେଇ ଆସିଥାଏ । ତେବେ ବର୍ଷ ସାରା ଘରେ କିଭଳି ସୁଖ ଶାନ୍ତିର ବାତାବରଣରେ ବରି ରହିବ ସେ ନେଇ ବାସ୍ତୁ ଶାସ୍ତ୍ରରେ କିଛି ଉପାୟ କୁହାଯାଇଛି।

ବାସ୍ତୁଶାସ୍ତ୍ର ଅନୁଯାୟୀ ନୂଆବର୍ଷର ପ୍ରଥମ ଦିନରେ ଶ୍ରୀ ଗଣେଷଙ୍କ ପୂଜା ଅର୍ଚ୍ଚନା କରାଗଲେ ସୁଖ ଶାନ୍ତି ଲାଗି ରହେ। ଏହା ସହ ଗଣେଷ ମନ୍ଦିରରେ ମୋଦକ ବୋଗ ଲଗାଇବା ଦ୍ଵାର ଭଲ ହୁଏ ।  ଏହା ଦ୍ଵାରା ବିଭିନ୍ନ ସମସ୍ୟାରୁ ଦୂରେଇ ରହିବା ସହ ସବୁ  କ୍ଷେତ୍ରରେ ଶୁଭ ଫଳ ପ୍ରାପ୍ତି ହୋଇଥାଏ । 

-ନୂଆବର୍ଷର ପ୍ରଥମ ଦିନରେ ଘରେ ଶଙ୍ଖ ରଖିବା ଦ୍ଵାରା ସମୃଦ୍ଧ ଆସିଥାଏ । ଏହା ଦ୍ଵାର ମାଆ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି। ଘରେ ସୁଖ ଶାନ୍ତି  ବୃଦ୍ଧି ପାଏ । 

-ବୈବାହିକ ଜୀବନକୁ ସୁଖମୟ କରିବା ପାଇଁ ନୂଆବର୍ଷରେ ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ। ଏହି ପୂଜା ସମୟରେ ପଦ୍ମ ଫୁଲ ଅର୍ପଣ କରନ୍ତୁ ।

-ବର୍ଷ ଆରମ୍ଭରେ ଘରେ ତୁଳସୀ ଗଛ ଲଗାନ୍ତୁ। ସନ୍ଧ୍ୟାରେ ତୁଳସୀ ଗଛ ମୂଳରେ ମାଟିରେ ଏକ ଟଙ୍କିଆ ମୁଦ୍ରା ରଖନ୍ତୁ । ଏହା ଦ୍ଵାରା ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୁଏ ।

-ବର୍ଷ ଆରମ୍ଭରୁ ଘର ସଫାସୁତୁରା  ରଖନ୍ତୁ । ଏଭଲି କରିବା ଦ୍ଵାରା ନକରାତ୍ମକ ଶକ୍ତି ବାହାରକୁ ଚାଲିଯିବ ।