ନୂଆଦିଲ୍ଲୀରେ ଆୟୋଜିତ ହେଲା ଦୁଇ ଦିନିଆ ବିମ୍‌ଷ୍ଟେକ୍‌ ସମ୍ମିଳନୀ

ନୂଆଦିଲ୍ଲୀ: ନୂଆଦିଲ୍ଳୀରେ ‘ବେ ଅଫ୍‌ ବେଙ୍ଗାଲ୍‌ ଇନିସିଏଟିଭ୍‌ ଫର ମଲ୍‌ଟି ସେକ୍ଟରାଲ୍‌ ଟେକ୍‌ନିକାଲ୍‌ ଆଣ୍ଡ ଇକନୋମିକ୍‌ କୋଅପ୍‌ରେସନ୍‌’ (ବିମ୍‌ଷ୍ଟେକ୍‌) ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ଭାରତ ଅଧ୍ୟକ୍ଷତା କରୁଥିବା ବେଳେ ଶ୍ରୀଲଙ୍କା, ଭୁଟାନ୍‌, ନେପାଳ, ବାଂଲାଦେଶ, ମ୍ୟାଁମାର୍‌, ଥାଇଲ୍ୟାଣ୍ଡ୍‌ ସଦସ୍ୟ ରାଷ୍ଟ୍ର ଭାବେ ଯୋଗ ଦେଇଛନ୍ତି। ସମ୍ମିଳନୀ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି, ଆମର (ବିମ୍‌ଷ୍ଟେକ୍‌ ସଦସ୍ୟଙ୍କ) ବାର୍ତ୍ତା ସ୍ପଷ୍ଟ ଯେ ସେମାନେ ବଙ୍ଗୋପସାଗରୀୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ପାରସ୍ପରିକ […]

ନୂଆଦିଲ୍ଲୀରେ ଆୟୋଜିତ ହେଲା ଦୁଇ ଦିନିଆ ବିମ୍‌ଷ୍ଟେକ୍‌ ସମ୍ମିଳନୀ

ନୂଆଦିଲ୍ଲୀ: ନୂଆଦିଲ୍ଳୀରେ ‘ବେ ଅଫ୍‌ ବେଙ୍ଗାଲ୍‌ ଇନିସିଏଟିଭ୍‌ ଫର ମଲ୍‌ଟି ସେକ୍ଟରାଲ୍‌ ଟେକ୍‌ନିକାଲ୍‌ ଆଣ୍ଡ ଇକନୋମିକ୍‌ କୋଅପ୍‌ରେସନ୍‌’ (ବିମ୍‌ଷ୍ଟେକ୍‌) ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ଭାରତ ଅଧ୍ୟକ୍ଷତା କରୁଥିବା ବେଳେ ଶ୍ରୀଲଙ୍କା, ଭୁଟାନ୍‌, ନେପାଳ, ବାଂଲାଦେଶ, ମ୍ୟାଁମାର୍‌, ଥାଇଲ୍ୟାଣ୍ଡ୍‌ ସଦସ୍ୟ ରାଷ୍ଟ୍ର ଭାବେ ଯୋଗ ଦେଇଛନ୍ତି। ସମ୍ମିଳନୀ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି, ଆମର (ବିମ୍‌ଷ୍ଟେକ୍‌ ସଦସ୍ୟଙ୍କ) ବାର୍ତ୍ତା ସ୍ପଷ୍ଟ ଯେ ସେମାନେ ବଙ୍ଗୋପସାଗରୀୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ପାରସ୍ପରିକ ସହଯୋଗରେ ନୂତନ ଶକ୍ତି, ନୂଆ ସମ୍ବଳ, ନୂଆ ଦାୟିତ୍ବ ଯୋଡ଼ିବା ପାଇଁ ପ୍ରତିବଦ୍ଧ। ଆମର ଦକ୍ଷତାର ବିକାଶ, ଆର୍ଥିକ ସହଯୋଗ ଆଦିର ନୂତନ ସମାଧାନ ଖୋଜି ବାହାର କରିବା ମଧ୍ୟ ବିଶ୍ବ ଓ ଆଞ୍ଚଳିକ ବିକାଶ ନିମନ୍ତେ ମହତ୍ବପୂର୍ଣ୍ଣ ଅଟେ।