ନୂଆପଡ଼ାରେ ପୋଲିସ ଡିଜି ୱାଇ.ବି ଖୁରାନିଆ, ମାଓ ମୁକାବିଲା ରଣନୀତି ନେଇ ଡିଜିପିଙ୍କ ସମୀକ୍ଷା

ନୂଆପଡ଼ା: ନୂଆପଡ଼ାରେ ପୋଲିସ ଡିଜି ୱାଇ.ବି ଖୁରାନିଆ । ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଚାଲିଛି ଡିଜିପିଙ୍କ ମାଓ ମୁକାବିଲା ସମୀକ୍ଷା ବୈଠକ । ନୂଆପଡା ଜିଲ୍ଲା ସୀମାନ୍ତ ଛତିଶଗଡ ଗରିଆବନ୍ଧ କୁଲ୍ହାରୀଘାଟ ସଂରକ୍ଷିତ ଜଙ୍ଗଲରେ ପୋଲିସ ଏନକାଉଣ୍ଟରରେ ୧୪ ନକ୍ସଲ ନିପାତ ହୋଇଥିଲେ। ଏହି ଏନକାଉଣ୍ଟରରେ ସାମିଲ ହୋଇଥିବା ନୂଆପଡା ଜିଲ୍ଲା ପୋଲିସର ବରିଷ୍ଠ ଅଧିକାରୀ ଓ ଯବାନମାନଙ୍କୁ ପ୍ରଶଂସା କଲେ DGP । Also read:ମାଓ ମୁକାବିଲା ସମୀକ୍ଷା ବୈଠକ […] The post ନୂଆପଡ଼ାରେ ପୋଲିସ ଡିଜି ୱାଇ.ବି ଖୁରାନିଆ, ମାଓ ମୁକାବିଲା ରଣନୀତି ନେଇ ଡିଜିପିଙ୍କ ସମୀକ୍ଷା appeared first on KNews Odisha.

ନୂଆପଡ଼ାରେ ପୋଲିସ ଡିଜି ୱାଇ.ବି ଖୁରାନିଆ, ମାଓ ମୁକାବିଲା ରଣନୀତି ନେଇ ଡିଜିପିଙ୍କ ସମୀକ୍ଷା
yb khurania odisha

ନୂଆପଡ଼ା: ନୂଆପଡ଼ାରେ ପୋଲିସ ଡିଜି ୱାଇ.ବି ଖୁରାନିଆ । ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଚାଲିଛି ଡିଜିପିଙ୍କ ମାଓ ମୁକାବିଲା ସମୀକ୍ଷା ବୈଠକ । ନୂଆପଡା ଜିଲ୍ଲା ସୀମାନ୍ତ ଛତିଶଗଡ ଗରିଆବନ୍ଧ କୁଲ୍ହାରୀଘାଟ ସଂରକ୍ଷିତ ଜଙ୍ଗଲରେ ପୋଲିସ ଏନକାଉଣ୍ଟରରେ ୧୪ ନକ୍ସଲ ନିପାତ ହୋଇଥିଲେ।

ଏହି ଏନକାଉଣ୍ଟରରେ ସାମିଲ ହୋଇଥିବା ନୂଆପଡା ଜିଲ୍ଲା ପୋଲିସର ବରିଷ୍ଠ ଅଧିକାରୀ ଓ ଯବାନମାନଙ୍କୁ ପ୍ରଶଂସା କଲେ DGP ।

Also read:ମାଓ ମୁକାବିଲା ସମୀକ୍ଷା ବୈଠକ : ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶରୁ ମୂଳପୋଛ ହେବେ ନକ୍ସଲ, କହିଲେ-ଗୃହମନ୍ତ୍ରୀ ଅମିତ ଶାହ

 

The post ନୂଆପଡ଼ାରେ ପୋଲିସ ଡିଜି ୱାଇ.ବି ଖୁରାନିଆ, ମାଓ ମୁକାବିଲା ରଣନୀତି ନେଇ ଡିଜିପିଙ୍କ ସମୀକ୍ଷା appeared first on KNews Odisha.