ନେତାନ୍ୟାହୁଙ୍କୁ ଇସ୍ରାଏଲ୍ରେ ବିରୋଧ
ଜେରୁଜେଲମ୍,୩୧।୪:ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଗାଜା ଓ ଇରାନକୁ ଟାର୍ଗେଟ କରୁଥିବାବେଳେ ଦେଶ ଭିତରେ ତାଙ୍କୁ ଘୋର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଅକ୍ଟୋବର ୭ରେ ଗାଜାର ସଶସ୍ତ୍ର ହମାସ ଆତଙ୍କବାଦୀମାନେ ପଣବନ୍ଦୀ କରି ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଅବଶିଷ୍ଟ ୧୩୩ ଇସ୍ରାଏଲୀଙ୍କୁ ତୁରନ୍ତ ମୁକ୍ତ କରିବା ଏବଂ ଦେଶରେ ସାନି ନିର୍ବାଚନ ଦାବିରେ ଲୋକେ ତେଲ୍ ଆଭିଭ୍ରେ ବିଶାଳ ବିକ୍ଷୋଭ ଶୋଭାଯାତ୍ରା କରିଛନ୍ତି। ନେତାନ୍ୟାହୁ ସରକାରଙ୍କ ସୁରକ୍ଷା ବିଫଳତା ଯୋଗୁ ହମାସ ଫାଇଟରମାନେ ଦକ୍ଷିଣ ଇସ୍ରାଏଲ୍ରେ […] The post ନେତାନ୍ୟାହୁଙ୍କୁ ଇସ୍ରାଏଲ୍ରେ ବିରୋଧ appeared first on Dharitri Odia News.
ଜେରୁଜେଲମ୍,୩୧।୪:ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଗାଜା ଓ ଇରାନକୁ ଟାର୍ଗେଟ କରୁଥିବାବେଳେ ଦେଶ ଭିତରେ ତାଙ୍କୁ ଘୋର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଅକ୍ଟୋବର ୭ରେ ଗାଜାର ସଶସ୍ତ୍ର ହମାସ ଆତଙ୍କବାଦୀମାନେ ପଣବନ୍ଦୀ କରି ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଅବଶିଷ୍ଟ ୧୩୩ ଇସ୍ରାଏଲୀଙ୍କୁ ତୁରନ୍ତ ମୁକ୍ତ କରିବା ଏବଂ ଦେଶରେ ସାନି ନିର୍ବାଚନ ଦାବିରେ ଲୋକେ ତେଲ୍ ଆଭିଭ୍ରେ ବିଶାଳ ବିକ୍ଷୋଭ ଶୋଭାଯାତ୍ରା କରିଛନ୍ତି। ନେତାନ୍ୟାହୁ ସରକାରଙ୍କ ସୁରକ୍ଷା ବିଫଳତା ଯୋଗୁ ହମାସ ଫାଇଟରମାନେ ଦକ୍ଷିଣ ଇସ୍ରାଏଲ୍ରେ ଆକ୍ରମଣ କରିବାରେ ସଫଳ ହୋଇଥିଲେ ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ପ୍ରକାଶ ଯେ, ହମାସ ଆକ୍ରମଣରେ ୧୨୦୦ ଇସ୍ରାଏଲୀ ପ୍ରାଣ ହରାଇଥିଲେ।
The post ନେତାନ୍ୟାହୁଙ୍କୁ ଇସ୍ରାଏଲ୍ରେ ବିରୋଧ appeared first on Dharitri Odia News.