ନେପାଳରେ ଭୂସ୍ଖଳନ: ୬ ମୃତ, ୪ ନିଖୋଜ

କାଠମାଣ୍ଡୁ,୨୫।୮: ନେପାଳର ବାଗମତୀ ପ୍ରଦେଶରେ ରବିବାର ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ଘଟି ୬ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ୪ଜଣ ନିଖୋଜ ଥିବା ଜଣାପଡିଛି। ଏପରିକି ମାଟି ଅତଡ଼ା ଖସି ୩ଟି ଘର ପୋତି ହୋଇପଡ଼ିଛି। ରାମେଛାପ ଜିଲାର ଡୋରାମ୍ବା ଶୈଲୁଙ୍ଗରେ ଘଟିଥିବା ଏହି ଭୂସ୍ଖଳନରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ଜଣେ ୧୮ ମାସର ଶିଶୁ ଓ ୨ ନାବାଳକ ର The post ନେପାଳରେ ଭୂସ୍ଖଳନ: ୬ ମୃତ, ୪ ନିଖୋଜ appeared first on Dharitri Odia News.

ନେପାଳରେ ଭୂସ୍ଖଳନ: ୬ ମୃତ, ୪ ନିଖୋଜ

କାଠମାଣ୍ଡୁ,୨୫।୮: ନେପାଳର ବାଗମତୀ ପ୍ରଦେଶରେ ରବିବାର ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ଘଟି ୬ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ୪ଜଣ ନିଖୋଜ ଥିବା ଜଣାପଡିଛି।

ଏପରିକି ମାଟି ଅତଡ଼ା ଖସି ୩ଟି ଘର ପୋତି ହୋଇପଡ଼ିଛି। ରାମେଛାପ ଜିଲାର ଡୋରାମ୍ବା ଶୈଲୁଙ୍ଗରେ ଘଟିଥିବା ଏହି ଭୂସ୍ଖଳନରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ଜଣେ ୧୮ ମାସର ଶିଶୁ ଓ ୨ ନାବାଳକ ର

The post ନେପାଳରେ ଭୂସ୍ଖଳନ: ୬ ମୃତ, ୪ ନିଖୋଜ appeared first on Dharitri Odia News.