ନ୍ୟୁଜିଲାଣ୍ଡଠାରୁ ଳଜ୍ଜାଜନକ ପରାଜୟ ପାଇଁ ଦାୟୀ କିଏ? ସଚିନ ତେନ୍ଦୁଲକର ଖୋଲିଦେଲେ ପୋଲ୍‌

ମୁମ୍ବାଇ,୪।୧୧:ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜକୁ ଭାରତ ୩-୦ ହରାଇଛି। ଭାରତର ଏଭଳି ଲଜ୍ଜାଜନକ ପରାଜୟ ପରେ ସିନିୟର୍‌ ଖେଳାଳିଙ୍କ ଉପରେ ଚାପ ବଢିବାରେ ଲାଗିଛି। ପୂର୍ବତନ ଖେଳାଳିମାନେ ଖେଳାଳିଙ୍କ ପ୍ରସ୍ତୁତି ଉପରେ ପ୍ରଶ୍ନ ଉଠାଇଛନ୍ତି। ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ଏକ୍ସ ଜରିଆରେ ଭାରତୀୟ ଟିମ୍‌କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଭାରତୀୟ ଟିମ୍‌ର ଏଭଳି ପରାଜୟ ପଛରେ ମୁଖ୍ୟତଃ ୩ଟି କାରଣ ଦାୟୀ। ଗୋଟିଏ ହେଉଛି ଯୋଜନା, ଦ୍ୱିତୀୟ ଭୁଲ୍‌ ସଟ୍‌ ଏବଂ […] The post ନ୍ୟୁଜିଲାଣ୍ଡଠାରୁ ଳଜ୍ଜାଜନକ ପରାଜୟ ପାଇଁ ଦାୟୀ କିଏ? ସଚିନ ତେନ୍ଦୁଲକର ଖୋଲିଦେଲେ ପୋଲ୍‌ appeared first on Dharitri Odia News.

ନ୍ୟୁଜିଲାଣ୍ଡଠାରୁ ଳଜ୍ଜାଜନକ ପରାଜୟ ପାଇଁ ଦାୟୀ କିଏ? ସଚିନ ତେନ୍ଦୁଲକର ଖୋଲିଦେଲେ ପୋଲ୍‌

ମୁମ୍ବାଇ,୪।୧୧:ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜକୁ ଭାରତ ୩-୦ ହରାଇଛି। ଭାରତର ଏଭଳି ଲଜ୍ଜାଜନକ ପରାଜୟ ପରେ ସିନିୟର୍‌ ଖେଳାଳିଙ୍କ ଉପରେ ଚାପ ବଢିବାରେ ଲାଗିଛି। ପୂର୍ବତନ ଖେଳାଳିମାନେ ଖେଳାଳିଙ୍କ ପ୍ରସ୍ତୁତି ଉପରେ ପ୍ରଶ୍ନ ଉଠାଇଛନ୍ତି। ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ଏକ୍ସ ଜରିଆରେ ଭାରତୀୟ ଟିମ୍‌କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଭାରତୀୟ ଟିମ୍‌ର ଏଭଳି ପରାଜୟ ପଛରେ ମୁଖ୍ୟତଃ ୩ଟି କାରଣ ଦାୟୀ। ଗୋଟିଏ ହେଉଛି ଯୋଜନା, ଦ୍ୱିତୀୟ ଭୁଲ୍‌ ସଟ୍‌ ଏବଂ ତୃତୀୟ ହେଉଛି ଅଭ୍ୟାସ। ଘରୋଇ ମାଟିରେ ୩-୦ ହାରିବା ନିହାତି ଚିନ୍ତା କରିବାର ବିଷୟ।

ଏହାସହ ଏହି ଟେଷ୍ଟ ସିରିଜ୍‌ ପରେ କେଏଲ ରାହୁଲ, ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଫର୍ମ ଉପରେ ମଧ୍ୟ ପ୍ରଶ୍ନ ଉଠିଛି। କୁହାଯାଉଛି ଯେ, ସିନିୟର ଖେଳାଳିମାନେ ଆଦୌ ଅଭ୍ୟାସ କରି ନ ଥିଲେ। ଯାହା ଫଳରେ ସେମାନେ ଏହି ସିରିଜ୍‌ରେ ବିଫଳ ହୋଇଥିଲେ।

The post ନ୍ୟୁଜିଲାଣ୍ଡଠାରୁ ଳଜ୍ଜାଜନକ ପରାଜୟ ପାଇଁ ଦାୟୀ କିଏ? ସଚିନ ତେନ୍ଦୁଲକର ଖୋଲିଦେଲେ ପୋଲ୍‌ appeared first on Dharitri Odia News.