ପଦ ଛାଡିଲେ ଭକ୍ତ ଦାସ

ଭୁବନେଶ୍ୱର : ଦଳର ଖରାପ ପ୍ରଦର୍ଶନ ପରେ ପଦ ଛାଡିଛନ୍ତି ଭକ୍ତ ଦାସ I ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ପଦ ଛାଡିଛନ୍ତି କଂଗ୍ରେସ ନେତା ଭକ୍ତ ଦାସ I ଏନେଇ ସେ AICCକୁ ଚିଠିଲେଖି ଅବଗତ କରାଇଛନ୍ତି I ଓଡ଼ିଶା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ବିଜୟ ପଟ୍ଟନାୟକଙ୍କୁ ହଟାଇ ତାଙ୍କ ସ୍ଥାନରେ ଭକ୍ତ ଦାସଙ୍କୁ ନିଯୁକ୍ତ କରିଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ।