ପଦ୍ମ ସମ୍ଭବରେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ

ପଦ୍ମ ସମ୍ଭବରେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ। ଗଜପତି ଜ଼ିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଜ଼ିରାଙ୍ଗ ସ୍ଥିତ ପଦ୍ମ ସମ୍ଭବ ବୌଦ୍ଧ ମନ୍ଦିର ପରିଦର୍ଶନ କରିଛନ୍ତି କନ୍ଧମାଳ ସାଂସଦ ତଥା କିଟ୍ , କିସ୍ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ l ସନ୍ଧ୍ୟାରେ ବୌଦ୍ଧ ମନ୍ଦିର ପରିଦର୍ଶନ କରିବା ପରେ ନେପାଳରୁ ଆସିଥିବା ବୌଦ୍ଧ ଧର୍ମଗୁରୁ” ହି ହୋଲିନେସ୍ ନାମଖା ଡ୍ରିମେଟ୍ ରିମ୍ପୋଚେ ” ଙ୍କୁ ସାକ୍ଷାତ କରି ତାଙ୍କ ଆଶିଷ ଲାଭ କରିଥିଲେ […] The post ପଦ୍ମ ସମ୍ଭବରେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ appeared first on KNews Odisha.

ପଦ୍ମ ସମ୍ଭବରେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ
A.samanta

ପଦ୍ମ ସମ୍ଭବରେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ। ଗଜପତି ଜ଼ିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଜ଼ିରାଙ୍ଗ ସ୍ଥିତ ପଦ୍ମ ସମ୍ଭବ ବୌଦ୍ଧ ମନ୍ଦିର ପରିଦର୍ଶନ କରିଛନ୍ତି କନ୍ଧମାଳ ସାଂସଦ ତଥା କିଟ୍ , କିସ୍ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ l ସନ୍ଧ୍ୟାରେ ବୌଦ୍ଧ ମନ୍ଦିର ପରିଦର୍ଶନ କରିବା ପରେ ନେପାଳରୁ ଆସିଥିବା ବୌଦ୍ଧ ଧର୍ମଗୁରୁ” ହି ହୋଲିନେସ୍ ନାମଖା ଡ୍ରିମେଟ୍ ରିମ୍ପୋଚେ ” ଙ୍କୁ ସାକ୍ଷାତ କରି ତାଙ୍କ ଆଶିଷ ଲାଭ କରିଥିଲେ l

ମାନବ କଲ୍ୟାଣ ପାଇଁ ଦୀର୍ଘ ୮ ଦିନ ଧରି ପଦ୍ମ ସମ୍ଭବ ରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଚାଲିଥିଲା। ଆଜି ଶେଷଦିନରେ ବୌଦ୍ଧ ସନ୍ୟାସୀ ଏବଂ ତିବ୍ବତୀୟଙ୍କ ନିମନ୍ତ୍ରଣ ରକ୍ଷାକରି ଡ଼. ସାମନ୍ତ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଛନ୍ତି l ଆଜି ସକାଳ ସମୟରେ 5ଟି ଅଧ୍ୟକ୍ଷ ମଧ୍ୟ ପଦ୍ମ ସମ୍ଭବ ଆସି ପୂଜାରେ ଯୋଗ ଦେଇଥିଲେ l

The post ପଦ୍ମ ସମ୍ଭବରେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ appeared first on KNews Odisha.