ପରକିୟା ପ୍ରୀତି ସନ୍ଦେହରେ ଚାଳିଗଲା ସ୍ତ୍ରୀର ଜୀବନ, ମୃତଦେହ ପାଖରେ ବସି ରହିଲା ସଇତାନ ସ୍ବାମୀ

ମୟୂରଭଞ୍ଜ: ପରକିୟା ପ୍ରୀତି ସନ୍ଦେହରେ ଚାଳିଗଲା ସ୍ତ୍ରୀର ଜୀବନ।  ନିଜ ସ୍ତ୍ରୀକୁ ମାରିଦେଲା ସ୍ୱାମୀ । ରାତି ସାରା ମୃତଦେହ ପାଖରେ ବସି ରହିଲା ସଇତାନ ସ୍ବାମୀ। ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଟଙ୍ଗାଶୋଳ ଗାଁରେ ଚାଞ୍ଚଲ୍ୟ । ମୃତକ ହେଲେ ୨୪ବର୍ଷୀୟା ସବିତା ଭୋକ୍ତା । ଗତକାଲି ବିଳମ୍ୱିତ ରାତିରେ ମୋବାଇଲରେ ବାନ୍ଧବୀଙ୍କ ସହ କଥା ହେବା ସନ୍ଦେହରେ ସ୍ଵାମୀ – ସ୍ତ୍ରୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ । ପରେ ଏହା ଉଗ୍ର ରୂପ […] The post ପରକିୟା ପ୍ରୀତି ସନ୍ଦେହରେ ଚାଳିଗଲା ସ୍ତ୍ରୀର ଜୀବନ, ମୃତଦେହ ପାଖରେ ବସି ରହିଲା ସଇତାନ ସ୍ବାମୀ appeared first on KNews Odisha.

ପରକିୟା ପ୍ରୀତି ସନ୍ଦେହରେ ଚାଳିଗଲା ସ୍ତ୍ରୀର ଜୀବନ, ମୃତଦେହ ପାଖରେ ବସି ରହିଲା ସଇତାନ ସ୍ବାମୀ
murder e

ମୟୂରଭଞ୍ଜ: ପରକିୟା ପ୍ରୀତି ସନ୍ଦେହରେ ଚାଳିଗଲା ସ୍ତ୍ରୀର ଜୀବନ।  ନିଜ ସ୍ତ୍ରୀକୁ ମାରିଦେଲା ସ୍ୱାମୀ । ରାତି ସାରା ମୃତଦେହ ପାଖରେ ବସି ରହିଲା ସଇତାନ ସ୍ବାମୀ। ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଟଙ୍ଗାଶୋଳ ଗାଁରେ ଚାଞ୍ଚଲ୍ୟ । ମୃତକ ହେଲେ ୨୪ବର୍ଷୀୟା ସବିତା ଭୋକ୍ତା ।

ଗତକାଲି ବିଳମ୍ୱିତ ରାତିରେ ମୋବାଇଲରେ ବାନ୍ଧବୀଙ୍କ ସହ କଥା ହେବା ସନ୍ଦେହରେ ସ୍ଵାମୀ – ସ୍ତ୍ରୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ । ପରେ ଏହା ଉଗ୍ର ରୂପ ନେଇଥିଲା । ସ୍ଵାମୀର ମାଡରେ ଘଟଣା ସ୍ଥଳରେ ହିଁ ଚାଲିଗଲା ସ୍ତ୍ରୀଙ୍କ ଜୀବନ। ଖବର ପାଇ ଚାନ୍ଦୁଆ ପୋଲିସ ପହଞ୍ଚି ମୃତଦେବାକୁ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରି ତଦନ୍ତ କରୁଛି ।

 

ଆହୁରି ପଢ଼ନ୍ତୁ : ଶୋଇଥିବା ବେଳେ ଘରେ ଅଚାନକ ଲାଗିଲା ନିଆଁ, ପୋଡିହୋଇ ୪ ଯୁବକ ଗୁରୁତର

The post ପରକିୟା ପ୍ରୀତି ସନ୍ଦେହରେ ଚାଳିଗଲା ସ୍ତ୍ରୀର ଜୀବନ, ମୃତଦେହ ପାଖରେ ବସି ରହିଲା ସଇତାନ ସ୍ବାମୀ appeared first on KNews Odisha.