ପରଲୋକରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ସନ୍ଥନ

ନୂଆଦିଲ୍ଲୀ,୨୮।୨: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ସନ୍ଥନଙ୍କର ବୁଧବାର ପରଲୋକ ଘଟିଛି। ବୁଧବାର ସକାଳେ ଚେନ୍ନାଇର ରାଜୀବ ଗାନ୍ଧୀ ଜେନେରାଲ ହସ୍ପିଟାଲରେ ସନ୍ଥନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଡାକ୍ତରଖାନା ଅଧିକାରୀ କହିଛନ୍ତି ଯେ, ସାନ୍ତନଙ୍କ ସକାଳ ୭:୫୦ରେ ମୃତ୍ୟୁ ଘଟିଛି। ସେ ଯକୃତ ବିଫଳତା ସହିତ କ୍ରିପ୍ଟୋଜେନିକ ସିରୋସିସ ରୋଗରେ ପୀଡିତ ଥିଲେ। ସୂଚନାନୁସାରେ, ଜାନୁଆରୀ ୨୭ରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଖବର ମୁତାବକ, ସନ୍ଥନ ଅବସ୍ଥାରେ ରାଜୀବ ଗାନ୍ଧୀ […] The post ପରଲୋକରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ସନ୍ଥନ appeared first on Dharitri Odia News.

ପରଲୋକରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ସନ୍ଥନ

ନୂଆଦିଲ୍ଲୀ,୨୮।୨: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ସନ୍ଥନଙ୍କର ବୁଧବାର ପରଲୋକ ଘଟିଛି। ବୁଧବାର ସକାଳେ ଚେନ୍ନାଇର ରାଜୀବ ଗାନ୍ଧୀ ଜେନେରାଲ ହସ୍ପିଟାଲରେ ସନ୍ଥନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଡାକ୍ତରଖାନା ଅଧିକାରୀ କହିଛନ୍ତି ଯେ, ସାନ୍ତନଙ୍କ ସକାଳ ୭:୫୦ରେ ମୃତ୍ୟୁ ଘଟିଛି। ସେ ଯକୃତ ବିଫଳତା ସହିତ କ୍ରିପ୍ଟୋଜେନିକ ସିରୋସିସ ରୋଗରେ ପୀଡିତ ଥିଲେ। ସୂଚନାନୁସାରେ, ଜାନୁଆରୀ ୨୭ରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଖବର ମୁତାବକ, ସନ୍ଥନ ଅବସ୍ଥାରେ ରାଜୀବ ଗାନ୍ଧୀ ସରକାରୀ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ମୁକ୍ତ ହୋଇଥିବା ୬ ଜଣ ଦୋଷୀଙ୍କ ମଧ୍ୟରୁ ସେ ମଧ୍ୟ ଥିଲେ। ଯେଉଁମାନଙ୍କୁ ପୂର୍ବରୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ୨୦୨୨ରେ ମୁକ୍ତ ହେବାର ଆଦେଶ ପରେ ସେ ଘରକୁ ଫେରିବା ପାଇଁ ଏକ ଚିଠି ମଧ୍ୟ ଲେଖିଥିଲେ।

The post ପରଲୋକରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ସନ୍ଥନ appeared first on Dharitri Odia News.