ପହଲଗାମ ଆତଙ୍କୀ ଆକ୍ରମଣ ଷଡଯନ୍ତ୍ର କରିଥିଲେ ପାକିସ୍ତାନ ଆର୍ମି !

ପହଲଗାମ ଆତଙ୍କୀ ଆକ୍ରମଣ ଷଡଯନ୍ତ୍ର କରିଥିଲେ ପାକିସ୍ତାନ ଆର୍ମି । ପାକାସ୍ତାନ ଗୁଇନ୍ଦା ସଂସ୍ଥା ISI ଓ ଆତଙ୍କୀ ସଂଗଠନ ଲସ୍କର-ଇ-ତୋଇବା । ବରିଷ୍ଠ ISI ଅଧିକାରୀଙ୍କ ନିର୍ଦ୍ଦେଶ ମୁତାବକ ଲସ୍କର-ଇ-ତଇବା ହେଡକ୍ବାର୍ଟର୍ସରେ ଏହି ନରସଂହାରର ପ୍ଲାନିଂ ହୋଇଥିଲା ।

ପହଲଗାମ ଆତଙ୍କୀ ଆକ୍ରମଣ ଷଡଯନ୍ତ୍ର କରିଥିଲେ ପାକିସ୍ତାନ ଆର୍ମି !
Array