ପହଲଗାମ ହମ୍‌ଲା, ପାକିସ୍ତାନ ଲିଙ୍କରେ ଥିଲେ ଜ୍ୟୋତି

ପହଲଗାମ୍ ହମଲା ବେଳେ ସାରା ଦେଶ ସ୍ତବ୍ଧ ଥିଲା। ଲୁହ ଝରାଉଥିଲା ପୂରା ଦେଶ। ୨୬ ନୀରିହଙ୍କ ନୃଶଂସ ଭାବେ ଜୀବନ ନେଇଥିଲେ ଆତଙ୍କବାଦୀ। ନର ରୂପି ଏହି ରାକ୍ଷାସଙ୍କୁ ଉଚିତ୍ ଜବାବ ଦେବାକୁ ଚାରିଆଡ଼ୁ ଦାବି ହେଉଥିଲା

ପହଲଗାମ ହମ୍‌ଲା, ପାକିସ୍ତାନ ଲିଙ୍କରେ ଥିଲେ ଜ୍ୟୋତି
Array