ପାଇଖାନା ଟାଙ୍କିରୁ ମିଳିଲା ମୃତଦେହ

ପୁରୀ ଡେଲାଙ୍ଗରେ ୧୧ ବର୍ଷୀୟ ନାବାଳକ ନିଖୋଜ ଘଟଣାରେ ଦୁଃଖଦ ଖବର। ନିଖୋଜର ସାତ ଦିନ ପରେ ଘର ପାଇଖାନା ଟାଙ୍କିରୁ ମିଳିଲା ମୃତଦେହ। ଦାଦା ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ।

ପାଇଖାନା ଟାଙ୍କିରୁ ମିଳିଲା ମୃତଦେହ
Array