ପାଉଁଶ ଗାଡ଼ି ଜବତ ଘଟଣା,ପତିକ୍ରିୟା ରଖିଲେ ରାଜସ୍ୱମନ୍ତ୍ରୀ ! Sambalpur police seized 23 fly ash-laden tipper
ସମ୍ବଲପୁର ପୋଲିସ ପକ୍ଷରୁ ବେଆଇନ ଆସ ଗାଡି ଗୁଡିକୁ ଜବତ କରାଯାଇଛି l ଠେଲକୋଲୋଇ ଠାରେ 23ଟି ବେଆଇନ ଆସ୍ ଗାଡି କୁ ଠେଲକୋଳେଇ ପୋଲିସ ପକ୍ଷରୁ ଜବତ କରାଯାଇଛି l ଏନେଇ ଏହି ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ l