ଏଲ୍ଜି ଇଣ୍ଡିଆର ସ୍ବତନ୍ତ୍ର ଅଭିଯାନ, ଏକ୍ସକ୍ଲୁସିଭ ରିପବ୍ଲିକ ଡେ ଅଫର
ନୂଆଦିଲ୍ଲୀ,୨୬।୧: ଦେଶର ଅଗ୍ରଣୀ ଘରୋଇ କମ୍ପାନୀ ତଥା ଏଲ୍ଜି ଇଲେକ୍ଟ୍ରୋନିକ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ (ଏଲ୍ଜି ଇଲେକ୍ଟ୍ରୋନିକ୍ସ)ର ୨୬ତମ ପୂର୍ତ୍ତି ଉତ୍ସବ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏଲ୍ଜି ଇଣ୍ଡିଆ ପକ୍ଷରୁ ଏକ ସ୍ବତନ୍ତ୍ର ଅଭିଯାନ ‘୨୬ ଇୟର୍ସ ଅଫ୍ ସେଲିବ୍ରେଟିଂ ୨୬’ର ଆରମ୍ଭ କରାଯାଇଛି। ସେହିଭଳି ବ୍ରାଣ୍ଡ୍ର ପୂର୍ତ୍ତି ଉତ୍ସବ ଅବସରରେ କମ୍ପାନୀ ପକ୍ଷରୁ ଏକ ଏକ୍ସକ୍ଲୁସିଭ ରିପବ୍ଲିକ ଡେ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର ୨୦୨୪ ଜାନୁଆରୀ ୩୧ ପର୍ଯ୍ୟନ୍ତ […] The post ଏଲ୍ଜି ଇଣ୍ଡିଆର ସ୍ବତନ୍ତ୍ର ଅଭିଯାନ, ଏକ୍ସକ୍ଲୁସିଭ ରିପବ୍ଲିକ ଡେ ଅଫର appeared first on Dharitri Odia News.
ନୂଆଦିଲ୍ଲୀ,୨୬।୧: ଦେଶର ଅଗ୍ରଣୀ ଘରୋଇ କମ୍ପାନୀ ତଥା ଏଲ୍ଜି ଇଲେକ୍ଟ୍ରୋନିକ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ (ଏଲ୍ଜି ଇଲେକ୍ଟ୍ରୋନିକ୍ସ)ର ୨୬ତମ ପୂର୍ତ୍ତି ଉତ୍ସବ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏଲ୍ଜି ଇଣ୍ଡିଆ ପକ୍ଷରୁ ଏକ ସ୍ବତନ୍ତ୍ର ଅଭିଯାନ ‘୨୬ ଇୟର୍ସ ଅଫ୍ ସେଲିବ୍ରେଟିଂ ୨୬’ର ଆରମ୍ଭ କରାଯାଇଛି। ସେହିଭଳି ବ୍ରାଣ୍ଡ୍ର ପୂର୍ତ୍ତି ଉତ୍ସବ ଅବସରରେ କମ୍ପାନୀ ପକ୍ଷରୁ ଏକ ଏକ୍ସକ୍ଲୁସିଭ ରିପବ୍ଲିକ ଡେ ଅଫର ସମ୍ପର୍କରେ ଘୋଷଣା କରାଯାଇଛି।
ଏହି ଅଫର ୨୦୨୪ ଜାନୁଆରୀ ୩୧ ପର୍ଯ୍ୟନ୍ତ ସର୍ବଭାରତୀୟସ୍ତରରେ ଉପଲବ୍ଧ। ଏ ସମ୍ପର୍କରେ ଏଲ୍ଜି ଇଣ୍ଡିଆର ଏମ୍ଡି ହଙ୍ଗ୍ ଜୁ ଜେଅନ୍ କହିଛନ୍ତି, ଆମେ ଭାରତ ବଜାରରେ ସଫଳତାର ୨୬ ତମ ବାର୍ଷିକ ଉତ୍ସବ ପାଳନକରି ବେଶ୍ ଉତ୍ସାହିତ ଅଛୁ। ଏପରିକି ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆମେ ଏକ ଏକ୍ସକ୍ଲୁସିଭ ରିପବ୍ଲିକ ଡେ ଅଫରର ଶୁଭାରମ୍ଭ କରିଛୁ। ଉକ୍ତ ଅଫର ଜରିଆରେ ଗ୍ରାହକ ଅନେକ ସୁବିଧା ଓ ରିହାତି ଏଲ୍ଜି ଉତ୍ପାଦର କିଣାକିଣି ଉପରେ ପାଇବେ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।
The post ଏଲ୍ଜି ଇଣ୍ଡିଆର ସ୍ବତନ୍ତ୍ର ଅଭିଯାନ, ଏକ୍ସକ୍ଲୁସିଭ ରିପବ୍ଲିକ ଡେ ଅଫର appeared first on Dharitri Odia News.