ପାକିସ୍ତାନ କୋଚ୍ ହେବାକୁ ମନା କଲେ ଶେନ୍ ଓ୍ବାଟସନ୍,ଏବେ…
ନୂଆଦିଲ୍ଲୀ,୨୧।୩: ପାକିସ୍ତାନ କ୍ରିକେଟ ଟିମ୍ର କୋଚ୍ ହେବାକୁ ମନା କରିଛନ୍ତି ଶେନ୍ ଓ୍ବାଟସନ୍। ଏହାପରେ ପିସିବି ପଦ ଲାଗି ଜଷ୍ଟିନ ଲାଙ୍ଗର ଏବଂ ଗ୍ୟାରି କିଷ୍ଟନ୍ ସମେତ ଅନେକ ବିଦେଶୀ କୋଚ୍ଙ୍କ ସହ ସମ୍ପର୍କରେ ଅଛି। ଏହାଛଡ଼ା ମାଇକ୍ ହେସନ୍, ମାଥ୍ୟୁ ହେଡେନ୍, ଇଓନ୍ ମୋର୍ଗାନ, ଫିଲ୍ ସିମନ୍ସଙ୍କ ସହ ଯୋଗାଯୋଗରେ ରହିଛି। ପିସିବି ଅଧ୍ୟକ୍ଷ ମୋହାସିନ ନକଭି କହିଛନ୍ତି, ଆଗାମୀ ଟି୨୦ ବିଶ୍ୱକପ୍ ଏବଂ ଚାମ୍ପିଅନ୍ସ ଟ୍ରଫିକୁ ନଜରରେ ରଖି ଦଳ ପାଇଁ ବିଦେଶୀ କୋଚ୍ […] The post ପାକିସ୍ତାନ କୋଚ୍ ହେବାକୁ ମନା କଲେ ଶେନ୍ ଓ୍ବାଟସନ୍,ଏବେ… appeared first on Dharitri Odia News.
ନୂଆଦିଲ୍ଲୀ,୨୧।୩: ପାକିସ୍ତାନ କ୍ରିକେଟ ଟିମ୍ର କୋଚ୍ ହେବାକୁ ମନା କରିଛନ୍ତି ଶେନ୍ ଓ୍ବାଟସନ୍। ଏହାପରେ ପିସିବି ପଦ ଲାଗି ଜଷ୍ଟିନ ଲାଙ୍ଗର ଏବଂ ଗ୍ୟାରି କିଷ୍ଟନ୍ ସମେତ ଅନେକ ବିଦେଶୀ କୋଚ୍ଙ୍କ ସହ ସମ୍ପର୍କରେ ଅଛି। ଏହାଛଡ଼ା ମାଇକ୍ ହେସନ୍, ମାଥ୍ୟୁ ହେଡେନ୍, ଇଓନ୍ ମୋର୍ଗାନ, ଫିଲ୍ ସିମନ୍ସଙ୍କ ସହ ଯୋଗାଯୋଗରେ ରହିଛି।
ପିସିବି ଅଧ୍ୟକ୍ଷ ମୋହାସିନ ନକଭି କହିଛନ୍ତି, ଆଗାମୀ ଟି୨୦ ବିଶ୍ୱକପ୍ ଏବଂ ଚାମ୍ପିଅନ୍ସ ଟ୍ରଫିକୁ ନଜରରେ ରଖି ଦଳ ପାଇଁ ବିଦେଶୀ କୋଚ୍ ଏବଂ ସହଯୋଗୀ ଷ୍ଟାଫ୍ ଖୋଜାଯାଉଛି।
The post ପାକିସ୍ତାନ କୋଚ୍ ହେବାକୁ ମନା କଲେ ଶେନ୍ ଓ୍ବାଟସନ୍,ଏବେ… appeared first on Dharitri Odia News.